Home Bibles ଯିଶାଇୟ 41:12 · ଓଡ଼ିଆ ବାଇବେଲ
ଯିଶାଇୟ 41:12 · ଓଡ଼ିଆ ବାଇବେଲ

ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ତୁମ୍ଭେ ସମାନଙ୍କେର ଅନ୍ବଷେଣ କରିବ। ମାତ୍ର ସମାନଙ୍କେର ସନ୍ଧାନ ପାଇବ ନାହିଁ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରନ୍ତି ସମାନେେ ଅବସ୍ତୁ ତୁଲ୍ଯ ତୁଚ୍ଛ ହବେେ।

Cross references

ଆୟୁବ ପୁସ୍ତକ 20:7

କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହାଇୟିବେ। ଯେଉଁ ବ୍ଯକ୍ତିମାନେ ତାକୁ ଜାଣିଥିଲେ ସମାନେେ କହିବେ, ' ସେ କାହିଁ ?'

ଗୀତସଂହିତା 37:35

ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।

ଯିଶାଇୟ 17:14

ସନ୍ଧ୍ଯା ରେ ସମାନେେ ଭୟଭୀତ ହବେେ ଓ ପ୍ରଭାତ ପୂର୍ବରୁ ଲୋପ ପାଇୟାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣୀକାରୀ କିଛି ସଠାେ ରେ ଦେଖିବାକୁ ପାଇବେ ନାହିଁ।

ଯିଶାଇୟ 29:8

ଯେପରି ସ୍ବପ୍ନ ରେ କ୍ଷୁଧାର୍ତ୍ତ ଖାଏ ଏବଂ ତୃଷାର୍ତ୍ତ ପିଏ। କିନ୍ତୁ ବାସ୍ତବ ରେ ସହେି ସଂପୃକ୍ତ ଲୋକମାନେ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ଥାନ୍ତି, ଠିକ୍ ସହେିପରି ସହେି ଜାତିଗଣ ସିୟୋନ ପାଇଁ ସମାନଙ୍କେର ଇଚ୍ଛା ଅନୁସାରେ କିଛି କରିପାରିବେ ନାହିଁ।

ଯିଶାଇୟ 49:25

ମାତ୍ର ସଦାପ୍ରଭୁ ଏହିକଥା କୁହନ୍ତି, ବୀରଦ୍ବାରା ବନ୍ଦୀଲୋକ ଅପହୃତ ହବେେ ଓ ଭୟଙ୍କର ଲୋକର ଲୁଣ୍ଠିତ ଦ୍ରବ୍ଯ ମୁକୁଳା ୟିବ ; କାରଣ ତୁମ୍ଭର ବିରୋଧୀକାରୀଙ୍କୁ ଆମ୍ଭେ ବିରୋଧ କରିବା ଓ ତୁମ୍ଭର ସନ୍ତାନଗଣଙ୍କୁ ଆମ୍ଭେ ରକ୍ଷା କରିବା।

ସିଫନିୟ 3:19

ସେତବେେଳେ ତୁମ୍ଭକୁ ଆଘାତ କରୁଥିବା ଲୋକଙ୍କୁ ଆମ୍ଭେ ଦଣ୍ତ ଦବୋ, ଆମ୍ଭର ଆଘାତପ୍ରାପ୍ତ ଲୋକମାନଙ୍କୁ ରକ୍ଷା କରିବା। ପଳାତକମାନଙ୍କୁ ଆମ୍ଭେ ପୁନର୍ବାର ଫରୋଇ ଆଣିବା। ସମାନଙ୍କେୁ ଆମ୍ଭେ ଏପରି ବିଖ୍ଯାତ କରାଇବା ସବୁଲୋକ ସମାନଙ୍କେୁ ପ୍ରଶଂସା କରିବେ।

Interlinear

Choose Theme