Home Bibles ଯିଶାଇୟ 39:5 · ଓଡ଼ିଆ ବାଇବେଲ
ଯିଶାଇୟ 39:5 · ଓଡ଼ିଆ ବାଇବେଲ

ଏଥି ରେ ଯିଶାଇୟ ହିଜକିଯଙ୍କୁ କହିଲେ, ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ।

Cross references

ପ୍ରଥମ ଶାମୁୟେଲ 13:13

ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ନିର୍ବୋଧ କାର୍ୟ୍ଯ କରିଛ। ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ବରଙ୍କ ଆଦେଶ ମାନି କାର୍ୟ୍ଯ କରିଥାନ୍ତ ତବେେ ପରମେଶ୍ବର ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଅନନ୍ତକାଳ ପାଇଁ ଇଶ୍ରାୟେଲର ଶାସନଭାର ସଐାଦନ କରିବାକୁ ଦଇେଥାନ୍ତେ।

ପ୍ରଥମ ଶାମୁୟେଲ 15:16

ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, କହିବା ବନ୍ଦ କର! ସଦାପ୍ରଭୁ ମାେତେ ଗଲା ରାତି ରେ ଯାହା କରିଛନ୍ତି ତାହା ମୁ ତୁମ୍ଭକୁ କହିବି। ଶାଉଲ ଉତ୍ତର ଦେଲେ, ମାେତେ କକ୍ସ୍ଟହ।

Interlinear

Choose Theme