Home Bibles ଯିଶାଇୟ 34:12 · ଓଡ଼ିଆ ବାଇବେଲ
ଯିଶାଇୟ 34:12 · ଓଡ଼ିଆ ବାଇବେଲ

ସମାନେେ ତହିଁର କୁଳୀନମାନଙ୍କୁ ରାଜତ୍ବ କରିବାକୁ ଡ଼ାକିବେ। ମାତ୍ର କହେି ସଠାେ ରେ ନ ଥିବେ ଓ ତହିଁର ଅଧିପତି ସମସ୍ତେ ଲୁପ୍ତ ହବେେ।

Cross references

ଉପଦେଶକ 10:16

ହେ ଦେଖ, ତୁମ୍ଭର ରାଜା ଯବେେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ ରେ ଭୋଜନ କରନ୍ତି। ତବେେ ଏହା ତୁମ୍ଭ ପ୍ରତି ବହୁତ ଖରାପ।

ଯିଶାଇୟ 3:6

ସେତବେେଳେ କହେିଜଣେ ବ୍ଯକ୍ତି ନିଜ ପରିବାର ମଧ୍ଯରୁ ଜଣଙ୍କୁ ଧରି କହିବେ, ହେ ଭାଇ, ତୁମ୍ଭର ବସ୍ତ୍ର ଅଛି, ତେଣୁ ତୁମ୍ଭେ ଆମ୍ଭର ଶାସନକର୍ତ୍ତା ହବେ। ତୁମ୍ଭେ ଏହି ନିପତିତ ରାଜ୍ଯର ଅଧିପତି ହବେ।'

ଯିଶାଇୟ 41:11

ଦେଖ, କେତକେ ବ୍ଯକ୍ତି ତୁମ୍ଭ ଉପ ରେ କୋର୍ଧ ହାଇେଛନ୍ତି। ମାତ୍ର ସମାନେେ ଲଜ୍ଜିତ ଓ ଅପମାନିତ ହବେେ। ଯେଉଁମାନେ ତୁମ୍ଭ ସହିତ ବିରୋଧ କରନ୍ତି, ସମାନେେ ତୁଚ୍ଛ ବସ୍ତ୍ରଭଳି ବିନଷ୍ଟ ହବେେ।

ଯିଶାଇୟ 41:24

ଦେଖ, ତୁମ୍ଭମାନେେ ଭଣ୍ଡ ଦବେତା ଓ ତୁମ୍ଭମାନେେ କୌଣସି କାର୍ୟ୍ଯର ନୁହଁ। ଯେଉଁମାନେ ତୁମ୍ଭମାନଙ୍କୁ ପୂଜା କରନ୍ତି ସମାନେେ ଘୃଣାର ପାତ୍ର।'

ଯିରିମିୟ 27:20

ଯେତବେେଳେ ଯିହୁଦାର ରାଜା ୟିହୋଯାକୀମଙ୍କ ପୁତ୍ର ଯିହାୟୋଦାରଖୀନଙ୍କୁ ଓ ଯିହୁଦାର ଓ ୟିରୁଶାଲମର ସମସ୍ତ ପ୍ରଧାନବର୍ଗଙ୍କୁ ନବୂଖଦନିତ୍ସର ବନ୍ଦୀକରି ବାବିଲକୁ ନଇଗେଲେ ସେତବେେଳେ ସେ ସବୁ ଜିନିଷ ନଇେ ନ ଥିଲେ।

ଯିରିମିୟ 39:6

ବାବିଲ ରାଜା ରିବ୍ଲା ରେ ସିଦିକିଯର ସମ୍ମୁଖ ରେ ସିଦିକିଯର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ଯ ତାଙ୍କର ଅଧିପତିଙ୍କୁ ବଧ କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:4

ଅତଏବ ମାଂସ ଖାଇବା ବିଷୟ ରେ ମୁଁ ଏହା କ ହେ ଯେ, ଆମ୍ଭେ ଜାଣୁ ଯେ ଜଗତ ରେ ପ୍ରକୃତ ରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ବର ଅଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:2

ମାେ ପାଖ ରେ ଭାବବାଣୀ କହିବାର ଶକ୍ତି ଥାଇ ପା ରେ, ମୁଁ ପରମେଶ୍ବରଙ୍କ ସମସ୍ତ ନିଗୂଢ଼ ତତ୍ତ୍ବ ଜାଣି ଥାଇ ପା ରେ, ମାରେସମସ୍ତ ଜ୍ଞାନ ଥାଇପା ରେ, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମାହେର ସମ୍ପୂର୍ଣ୍ଣ ବିଶ୍ବାସ ଥାଇପା ରେ, କିନ୍ତୁ ଯଦି ମାଠାେ ରେ ପ୍ ରମେ ନାହିଁ, ତା' ହେଲେ ମୁଁ କିଛି ନୁହେଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:11

ମୁଁ ମୂର୍ଖଙ୍କ ଭଳି କହିଚାଲି ଥିଲି। କିନ୍ତୁ ଏପରି କହିବା ପାଇଁ ତୁମ୍ଭମାନେେ ମାେତେ ବାଧ୍ଯ କରିଥିଲ। ତୁମ୍ଭମାନେେ ହେଉଛ ସହେିଲୋକ, ଯେଉଁମାନେ ମାେ ସପକ୍ଷ ରେ ଭଲକଥା କହିବ। ମୁଁ କିଛି ନୁହେଁ, କିନ୍ତୁ ତଥାକଥିତ ସହେି ମହାନ୍ ପ୍ ରରେିତ ମାନେ ମାେ ଠାରୁ ଅଧିକ ମଧ୍ଯ ନୁହଁନ୍ତି।

Interlinear

Choose Theme