Cross references
ତା'ପରେ ମୁଁ ପଚାରିଲି, 'ତୁମ୍ଭର ପିତା କିଏ?' ସେ ଉତ୍ତର ଦଲୋ, 'ବଥୂଯଲେ ମାରେ ପିତା।' ଏହାପରେ ମୁଁ ତାଙ୍କୁ ବଳା ଓ ନଥ ଦଲେି।
ଏହାପରେ ଫାରୋ ତାଙ୍କୁ ଏକ ବିଶଷେ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳା ରେ ସୁବର୍ଣ୍ଣହାର ଦେଲେ।
ସଦେିନ ଥିଲା ଅକ୍ଷଶ୍ବରେଶ ରାଜାଙ୍କର ତ୍ରଯୋଦଶ ଦିନ ଦ୍ବାଦଶ ମାସର ଅଦାର ମାସ ରେ। ୟିହୁଦୀଯମାନଙ୍କୁ ସବୁ ପ୍ରଦେଶ ରେ ପ୍ରଗ୍ଭର କରିବା ପାଇଁ, ରାଜା ଅନୁମତି ଦଇେଥିଲେ।
ତାହାଙ୍କ ହସ୍ତ ଦ୍ବଯ ବୈଦୁର୍ୟ୍ଯ ମଣି ରେ ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ଯ। ତାହାଙ୍କ ଶରୀର ନୀଳକାନ୍ତ ମଣି ମଣ୍ଡିତ ଗଜଦନ୍ତମଯ ଶିଳ୍ପ କର୍ମ ତୁଲ୍ଯ।
ପୁଣି ମୁଁ ତୁମ୍ଭ ନାସିକା ରେ ନୋଥ, କର୍ଣ୍ଣ ରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦଲେି।
କିନ୍ତୁ ବାପା ତାହାଙ୍କ ଚାକରମାନଙ୍କୁ ଡାକି କହିଲେ, ଶୀଘ୍ର ଯାଅ, ତା' ପାଇଁ ସବୁଠାରୁ ଭଲ ପୋଷାକପତ୍ର ଆଣ। ତା' ଆଙ୍ଗୁଠି ରେ ମୁଦିଟିଏ ପିନ୍ଧାଇ ଦିଅ। ପାଦ ରେ ଭଲ ଜୋତା ପିନ୍ଧାଇ ଦିଅ।
ମୁଁ ଏହା ମଧ୍ଯ ଚା ହେଁ ଯେ ସ୍ତ୍ରୀ ଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସମାନଙ୍କେ ପାଇଁ ଉପୟୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦଖାଇବୋ ଲାଗି ବେଶୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ଯବହାର କରନ୍ତୁ ନାହିଁ।
ମନକରେ, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆ ସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସତେିକି ବେଳେ ଆ ସେ।
ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପରେ ତୁମ୍ଭର ସୌନ୍ଦର୍ୟ୍ଯ ନିର୍ଭର କରେ ନାହିଁ।