Home Bibles ଯିଶାଇୟ 28:8 · ଓଡ଼ିଆ ବାଇବେଲ
ଯିଶାଇୟ 28:8 · ଓଡ଼ିଆ ବାଇବେଲ

ସମସ୍ତ ମଜେ ବାନ୍ତି ରେ ପରିପୂର୍ଣ୍ଣ। ସଠାେ ରେ ମଇଳା ପାଇଁ ୟଥେଷ୍ଟ କଠାେରୀ ନ ଥିଲା।

Cross references

ହିତୋପଦେଶ 26:11

ଆପଣା ବାନ୍ତି ପ୍ରତି ଫରେିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତା ରେ କର୍ମ କରିବା ମୂର୍ଖ ସପରେି।

ଯିରିମିୟ 48:26

ମାଯାେବକୁ ତୁମ୍ଭମାନେେ ମତ୍ତ କରାଅ, କାରଣ ସେ ନିଜକୁ ସଦାପ୍ରଭୁଙ୍କଠାରୁ ବଡ଼ ବନେ କରିଅଛି। ତେଣୁ ସେ ନିଜ ବାନ୍ତି ରେ ଗଡ଼ିବ ଓ ସବୁ ଲୋକଙ୍କ ଦ୍ବାରା ହାସ୍ଯାସ୍ପଦ ହବେ।

ହବକକୂକ 2:15

ତୁମ୍ଭକୁ ଧିକ୍, ଯେଉଁମାନେ ପଡୋଳୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସହେି ଦ୍ରାକ୍ଷାରସ ରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖିପାରିବ।

Interlinear

Choose Theme