ଯିଶାଇୟ 28:11 · ଓଡ଼ିଆ ବାଇବେଲ
ସଦାପ୍ରଭୁ ଅଦ୍ଭୁତ ସ୍ବର ରେ ଓ ଅନ୍ୟ ଭାଷା ରେ ଲୋକମାନଙ୍କୁ କଥା କହିବେ।
Cross references
ଦିତୀୟ ବିବରଣ 28:49
ସଦାପ୍ରଭୁ ତକ୍ସ୍ଟମ୍ଭପାଇଁ ଦୂରରକ୍ସ୍ଟ ଅନ୍ୟ ଏକ ଜାତି ଆଣିବେ, ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସମାନେେ ୟକ୍ସ୍ଟଦ୍ଧ କରିବେ। ତୁମ୍ଭେ ସମାନଙ୍କେର ଭାଷା ବକ୍ସ୍ଟଝିପାରିବ ନାହିଁ। ସମାନେେ ଖକ୍ସ୍ଟବ୍ଶିଘ୍ର ଆସିବେ। ଯେପରି ଆକାଶରକ୍ସ୍ଟ ବାଜପକ୍ଷୀ ଓହ୍ଲାଇଲା ପରି ।
ଯିଶାଇୟ 33:19
ସହେି ଦୂରନ୍ତ ଜାତିଗଣ ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣିପାରିଲ ନାହିଁ ଓ ଯେଉଁମାନଙ୍କର ବିଦେଶୀଯ ଭାଷାର ଗଭୀରତା ତୁମ୍ଭେ ବୁଝି ପାରିଲ ନାହିଁ, ସହେି ଗୋଷ୍ଠୀକୁ ଆଉ ଦେଖିବ ନାହିଁ।'
ଯିରିମିୟ 5:15
ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭମାନେେ ଜାଣ ନାହିଁ। ଆଉ ସମାନଙ୍କେର କଥା ତୁମ୍ଭମାନେେ ବୁଝିପାରିବ ନାହିଁ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:21
ଶାସ୍ତ୍ର ରେ ଲଖାେଅଛି :