ଯିଶାଇୟ 11:7 · ଓଡ଼ିଆ ବାଇବେଲ
ଗାଈ ଓ ଭାଲୁଗୁଡ଼ିକ ଏକତ୍ର ଶାନ୍ତି ରେ ରବାସ କରିବେ। ସେ ସମସ୍ତଙ୍କର ପିଲାମାନେ ପରସ୍ପରକୁ ଆଘାତ ନ କରି ଏକତ୍ର ଶାଇେବେ। ସିଂହମାନେ ଗାଈପରି ନଡା ଖାଇବେ। ଏପରିକି ସର୍ପ ମଧ୍ଯ କାହାରିକୁ ଆଘାତ କରିବ ନାହିଁ।
Cross references
ଯିଶାଇୟ 65:25
ଗଧିଆ ଓ ମେଣ୍ଢାଛୁଆ ଏକତ୍ର ରହିବେ, ସିଂହ ଗୋରୁପଲ ପରି ନଡ଼ା ଖାଇବ। ପୁଣି ଧୂଳି ସର୍ପର ଖାଦ୍ୟ ହବେ। ସମାନେେ ଆମ୍ଭ ପବିତ୍ର ପର୍ବତ ରେ କୌଣସି ସ୍ଥାନ ରେ ହିଂସା କି ବିନାଶ କରିବେ ନାହିଁ। ସଦାପ୍ରଭୁ ଏହା କୁହନ୍ତି।