Home Bibles ☰ Books ଯିଶାଇୟ 1:12 · ଓଡ଼ିଆ ବାଇବେଲ
ଯିଶାଇୟ 1:12 · ଓଡ଼ିଆ ବାଇବେଲ

ଯେତବେେଳେ ତୁମ୍ଭମାନେେ ମାେତେ ସାକ୍ଷାତ କରିବାକୁ ଆସିଛ ତୁମ୍ଭମାନେେ ମାରେ ପ୍ରାଙ୍ଗଣ ରେ ସମସ୍ତ ଜିନିଷକୁ ପଦଦଳିତ କରିଛ। କିଏ ତୁମ୍ଭମାନଙ୍କୁ ଏହା କରିବାକୁ କହିଥିଲା ?

Cross references

ଯାତ୍ରା ପୁସ୍ତକ 23:17

ତେଣୁ ବର୍ଷ ମଧିଅରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତ ରେ ସ୍ବତନ୍ତ୍ର ସ୍ଥାନ ରେ ଉପସ୍ଥିତ ହବେେ।

ଯାତ୍ରା ପୁସ୍ତକ 34:23

ତନିଥର ପ୍ରେତ୍ୟକକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଛାମୁ ରେ ଉପସ୍ଥିତ ହବେ।

ଦିତୀୟ ବିବରଣ 16:16

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାର ପର୍ବ ଓ ସଲ୍ଗାହ ସମକ୍ସ୍ଟହର ପର୍ବ ସମୟରେ ଓ କକ୍ସ୍ଟଟୀର ପର୍ବ ସମୟରେ ମାତ୍ର ସମାନେେ ତକ୍ସ୍ଟଚ୍ଛା ହାତ ରେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଉପସ୍ଥିତ ହବୋ ଉଚିତ୍ ନକ୍ସ୍ଟହଁ।

ଗୀତସଂହିତା 40:6

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଏହାକୁ ବୁଝିବାକୁ ସକ୍ଷମ କରିଛ। ତୁମ୍ଭେ ବଳିଦାନ ଓ ଶସ୍ଯ ନବୈେଦ୍ଯରେ ସନ୍ତାଷେ ନାହିଁ, ତୁମ୍ଭେ ପ୍ରକୃତରେ ହାମବେଳି ଓ ପାପାର୍ଥକ ବଳି ଚାହଁ ନାହିଁ।

ଉପଦେଶକ 5:1

ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କୁ ଉପାସନା କରିବାକୁ ୟାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦବୋ ଅପେକ୍ଷା ପରମେଶ୍ବରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ଯ ନାହିଁ, ଯେତବେେଳେ ସମାନେେ ମନ୍ଦକର୍ମ କରନ୍ତି।

ଯିଶାଇୟ 58:1

ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।

ଯିରିମିୟ 7:11

ଆମ୍ଭ ନାମ ରେ ପ୍ରସିଦ୍ଧିଲାଭ କରିଥିବା ଏହି ମନ୍ଦିର ତୁମ୍ଭମାନଙ୍କ ଦୃଷ୍ଟି ରେ କ'ଣ ଚୋରମାନଙ୍କର ଗହ୍ବର ହାଇେଅଛି ?' ସଦାପ୍ରଭୁ କହନତି, ତୁମ୍ଭମାନେେ ନିଶ୍ଚଯ ଜାଣିବ ଯେ ଯାହାସବୁ ହେଉଛି ଆମ୍ଭେ ମଧ୍ଯ ଦେଖୁଅଛୁ।

ମୀଖା 6:8

ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।

ମାଥିଉଲିଖିତ ସୁସମାଚାର 23:5

କବେଳେ ଅନ୍ୟ ଲୋକଙ୍କୁ ଦେଖଇେ ହବୋ ପାଇଁ ଯାହା କିଛି ଭଲ କାମ, ତାହା ସମାନେେ କରନ୍ତି। ନିଜକୁ ଧାର୍ମିକ ଦେଖଇେ ହବୋ ପାଇଁ ପ୍ରକୃତ ରେ ସମାନେେ ବଡ଼ବଡ଼ କବଚ଼ ପିନ୍ଧିଥାନ୍ତି ଓ ନିଜର ସ୍ବତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥାନ୍ତି।

Interlinear

Choose Theme