Home Bibles ହୋଶେୟ 13:8 · ଓଡ଼ିଆ ବାଇବେଲ
ହୋଶେୟ 13:8 · ଓଡ଼ିଆ ବାଇବେଲ

ଭାଲୁ ପାଖରୁ ତା' ଛୁଆକୁ ଅପହରଣ କଲେ ସେ ଯେପରି ହିଂସ୍ର ହୁଏ, ଆମ୍ଭେ ସହେିପରି ହିଂସ୍ର ହାଇେ ସମାନଙ୍କେୁ ଆକ୍ରମଣ କରିବା। ଆମ୍ଭେ ସମାନଙ୍କେୁ ଆକ୍ରମଣ କରି ସମାନଙ୍କେର ବକ୍ଷକୁ ବିଦାରଣ କରିବା। ସିଂହ ଓ ଅନ୍ୟ ବନ୍ଯ ପ୍ରାଣୀ ଶିକାରକୁ ଚିରି ଖାଇଲା ପରି ଆମ୍ଭେ ସମାନଙ୍କେୁ ସହେିପରି ଖଣ୍ତ ବିଖଣ୍ତିତ କରିବା।

Cross references

ଦିତୀୟ ଶାମୁୟେଲ 17:8

ହୂଶଯ ପକ୍ସ୍ଟଣି କହିଲା, ଆପଣ ନିଜର ବାପାଙ୍କକ୍ସ୍ଟ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସମାନେେ ବୀର ଓ କ୍ଷେତ୍ର ରେ ଛକ୍ସ୍ଟଆ ହରା ବନ୍ଯ ଭଲ୍ଲୁକପରି। ପକ୍ସ୍ଟଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗ ରେ ରହିବେ ନାହିଁ।

ଗୀତସଂହିତା 50:22

ହେ ଲୋକମାନେ ତୁମ୍ଭେ ପରମେଶ୍ବରଙ୍କୁ ଭୁଲି ୟାଇଛ। ତଣେୁ ତୁମ୍ଭମାନେେ ଭଲଭାବେ ବୁଝିବା ଉଚିତ୍ ୟେ ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦବେି। ୟଦି ତାହା ଘଟେ ତବେେ ତୁମ୍ଭକୁ କୌଣସି ବ୍ଯକ୍ତି ଉଦ୍ଧାର କରିପାରିବେ ନାହିଁ।

ଗୀତସଂହିତା 80:13

ବନରୁ ବରାହ ଆସି ଦ୍ରାକ୍ଷାବୃକ୍ଷ ଉପାଡ଼ି ପକାଏ, ବନର ପଶୁଗଣ ତା'ର ପତ୍ର ଖାଇୟାନ୍ତି।

ହିତୋପଦେଶ 17:12

ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ଯକୁ ପେଛ ଭଟେୁ ମାତ୍ର ନିଜ ଅଜ୍ଞାନନା ରେ ମଗ୍ନ ମୂର୍ଖ ନ ଭଟେୁ।

ଯିଶାଇୟ 5:29

ସସହି ଶତ୍ରୁଗଣ ସିଂହପରି ଗର୍ଜ୍ଜନ କରୁଛନ୍ତି।ସସହି ଗର୍ଜ୍ଜନ ୟୁବା ସିଂହର ଗର୍ଜ୍ଜନ ସଦୃଶ।ସସମାଲନସଲାକମାନଙ୍କ ପଛସର ଅନୁଧାବନ କରନ୍ତି,ସଯପରିସସମାଲନସସମାନଙ୍କର ଲୁଣ୍ଠିତ ଦ୍ରବ୍ଯ ପଛସର ଦୌଡ଼ନ୍ତି।ସସମାଲନ ଲୁଣ୍ଠିତ ଦ୍ରବ୍ଯସନଇୟାଆନ୍ତି ଏବଂସସଠାସର ତାଙ୍କୁ ସାହାୟ୍ଯ କରିବା ପାଇଁସକହି ନାହାଁନ୍ତି।

ଯିଶାଇୟ 56:9

ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ ତୁମ୍ଭମାନେେ ଆସ ଓ ଭକ୍ଷଣ କର।

ଯିରିମିୟ 12:9

ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ ମୃଗପ୍ରାଣୀ ସଦୃଶ ହାଇେଅଛନ୍ତି। ସମାନେେ ତା'ର ବିରୁଦ୍ଧ ରେ ଚାରିଆଡ଼େ ଘରେି ରହିଅଛନ୍ତି, ତୁମ୍ଭମାନେେ ୟାଇ ବନ୍ଯ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।

ଆମୋଷ 9:1

ସେ କହିଲେ, ମୁଁ ମାରେ ପ୍ରଭୁଙ୍କୁ ୟଜ୍ଞବଦେୀ ଉପ ରେ ଦଣ୍ତାଯମାନ ହବୋର ଦେଖିଲି। ସେ କହିଲେ, ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ବାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପ ରେ ପକାଅ। ଯଦି ଏଥିରୁ କହେି ବଞ୍ଚିବ ଆମ୍ଭେ ତାକୁ ଖଡ୍ଗ ରେ ଚ୍ଛଦନେ କରିବା। ଦୌଡି ୟାଇଥିବା ଲୋକ ମଧ୍ଯ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।

Interlinear

Choose Theme