Home Bibles ☰ Books ହୋଶେୟ 12:5 · ଓଡ଼ିଆ ବାଇବେଲ
ହୋଶେୟ 12:5 · ଓଡ଼ିଆ ବାଇବେଲ

ହଁ, ସଦାପ୍ରଭୁ ସୈନ୍ଯବାହିନୀର ପରମେଶ୍ବର ଅଟନ୍ତି। ତାଙ୍କର ନାମ ସଦାପ୍ରଭୁ।

Cross references

ଆଦି ପୁସ୍ତକ 28:16

ଏହାପରେ ଯାକୁବ ନିଦ୍ରାରୁ ଉଠିଲା, ଏବଂ କହିଲେ, ମୁଁ ଜାଣେ ଯେ ସଦାପ୍ରଭୁ ଏହିଠା ରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠା ରେ ଥିଲେ ବୋଲି ଜାଣି ନଥିଲି।

ଆଦି ପୁସ୍ତକ 32:30

ତେଣୁ ଯାକୁବ ସହେି ସ୍ଥାନର ନାମ ପନୂଯଲେ ଦେଲେ। ତା'ପରେ ସେ କହିଲେ, ମୁଁ ପରମେଶ୍ବରଙ୍କୁ ମୁହାଁମୁହିଁ ଦେଖିଲେ ବି ମାରେ ଜୀବନ ବଞ୍ଚି ରହିଲା।

ଆଦି ପୁସ୍ତକ 35:9

ଯେତବେେଳେ ଯାକୁବ ପଦ୍ଦନ୍-ଅରାମକୁ ଫରେିଲେ ପରମେଶ୍ବର ତାଙ୍କୁ ପୁନର୍ବାର ଦଖାେ ଦେଲେ। ପରମେଶ୍ବର ଯାକୁବଙ୍କୁ ଆଶୀର୍ବାଦ କଲେ।

ଯାତ୍ରା ପୁସ୍ତକ 3:15

ପରମେଶ୍ବର ମାଶାଙ୍କେୁ ଆହୁରି କହିଲେ, ତୁମ୍ଭେ ଇଶ୍ରାୟେଲୀୟ ସନ୍ତାନଗଣଙ୍କୁ ଏହିକଥା କହିବ, 'ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର, ଅର୍ଥାତ୍ ଅବ୍ରହାମର ପରମେଶ୍ବର, ଇସ୍ହାକର ପରମେଶ୍ବର, ଯାକୁବର ପରମେଶ୍ବର ସଦାପ୍ରଭୁ (ସ୍ବଯମ୍ଭୁ)ଙ୍କର ଏହି ନାମ ଅନନ୍ତକାଳସ୍ଥାଯୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀଯ ଅଟେ।' ' ସେ ତୁମ୍ଭମାନଙ୍କ ନିକଟକୁ ମାେତେ ପଠାଇଛନ୍ତି।'

ଗୀତସଂହିତା 135:13

ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହବେ। ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।

ଯିଶାଇୟ 42:8

ମୁଁ ସଦାପ୍ରଭୁ ଓ ତାହାହିଁ ମାରେ ନାମ। ମାରେ ପ୍ରଶଂସା ଓ ମହିମା ମୁଁ ସହେି ଖାଦେିତ ପ୍ରତିମାଗଣକୁ ଦବେି ନାହିଁ।

Interlinear

Choose Theme