Home Bibles ଏବ୍ରୀ 7:10 · ଓଡ଼ିଆ ବାଇବେଲ
ଏବ୍ରୀ 7:10 · ଓଡ଼ିଆ ବାଇବେଲ

ଲବେୀ ସେ ପର୍ୟ୍ଯନ୍ତ ଜନ୍ମ ନ ହାଇେଥିଲେ ସୁଦ୍ଧା ଅବ୍ରହାମ ମଲ୍କୀଷଦକଙ୍କେୁ ଭଟେିବା ସମୟରେ ଲବେୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀର ରେ ଥିଲେ।

Cross references

ଆଦି ପୁସ୍ତକ 35:11

ପରମେଶ୍ବର ତାଙ୍କୁ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭର ପରିବାର ବହୁତ ବଡ଼ ହବେ। ତୁମ୍ଭର ପରିବାରରୁ ଅନକେ ଜାତିଗଣ ହବେ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।

ଆଦି ପୁସ୍ତକ 46:26

ଯାକୁବଙ୍କ ବଂଶଧର, ଯେଉଁଲୋକ ତାଙ୍କ ସଙ୍ଗ ରେ ମିଶର ରେ ଉପସ୍ଥିତ ହେଲ। ସମାନେେ 66 ଜଣ ଥିଲେ। (ଯାକୁବଙ୍କ ପୁତ୍ରବଧୁ ବିନା)

ପ୍ରଥମ ରାଜାବଳୀ 8:19

କିନ୍ତୁ ତୁମ୍ଭେ ସହେି ମନ୍ଦିର ନିର୍ମାଣ କରିବ ନାହିଁ, ତୁମ୍ଭର ଔରସଜାତ ସନ୍ତାନ ଆମ୍ଭ ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବ।'

ଏବ୍ରୀ 7:5

ବ୍ଯବସ୍ଥା ଅନୁସାରେ ଲବେୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜେଲାକ ୟିହୁଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି।

Interlinear

Choose Theme