Home Bibles ଏବ୍ରୀ 5 · ଓଡ଼ିଆ ବାଇବେଲ ||

ଏବ୍ରୀ

Chapter 5

ଓଡ଼ିଆ ବାଇବେଲ
1ପ୍ରେତ୍ୟକକ ୟିହୁଦୀ ମହାୟାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ବରଙ୍କୁ ଆପଣା ପାପ ନିମନ୍ତେ ନବୈେଦ୍ଯ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସହେି ମହାୟାଜକ ଲୋକମାନଙ୍କୁ ସାହାୟ୍ଯ କରନ୍ତି। 2ଅନ୍ୟ ଲୋକମାନଙ୍କ ଭଳି ମହାୟାଜକର ମଧ୍ଯ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦଖାଇବୋକୁ ସମର୍ଥ। 3ମହାୟାଜକ ଅନ୍ଯଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ଯ ଦୁର୍ବଳତା ଥିବା ହତେୁରୁ ସେ ମଧ୍ଯ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍। 4ମହାୟାଜକ ହବୋ ଏକ ସମ୍ମାନର ବିଷୟ। କିନ୍ତୁ କହେି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ବରଙ୍କ ଦ୍ବାରା ଆହୂତ ହବୋକୁ ପଡ଼ିବ, ଯେପରି ହାରୋଣ ଆହୂତ ହାଇେଥିଲେ। 5ଖ୍ରୀଷ୍ଟ ମଧ୍ଯ ସହେି ଡ଼କା ହାଇେଥିଲେ। ସେ ପରମେଶ୍ବରଙ୍କ ଦ୍ବାରା ସେ ମନୋନୀତ ହାଇେଥିଲେ। ପରମେଶ୍ବର ତାହାଙ୍କୁ କହିଲେ : 6ଅନ୍ୟ ଗୋଟିଏ ସ୍ଥାନ ରେ ପରମେଶ୍ବର କୁହନ୍ତି : 7ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ। 8ଯୀଶୁ ପରମେଶ୍ବରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ବାରା ଆଜ୍ଞା ବହତା ଶିଖିଲେ। 9ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ। 10ପରମେଶ୍ବର ମଲକୀଷଦକଙ୍କେ ଭଳି ଯୀଶୁଙ୍କୁ ମହାୟାଜକ ରୂପେ ବାଛିଲେ। 11ଏ ବିଷୟ ରେ ଆମ୍ଭର ତୁମ୍ଭମାନଙ୍କୁ ଅନକେ କଥା କହିବା ପାଇଁ ଅଛି। କିନ୍ତୁ ଯେ ହତେୁ ତୁମ୍ଭମାନେେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର। 12ବର୍ତ୍ତମାନ ପର୍ୟ୍ଯନ୍ତ ଯେତିକି ସମୟ ଅତିବାହିତ ହାଇେ ଗଲାଣି, ତୁମ୍ଭମାନେେ ଉପଦେଶକ ହାଇେ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ବରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭମାନେେ ଏବେ ମଧ୍ଯ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭମାନେେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହାଇେ ନାହଁ। 13ଯେ କବଳେ କ୍ଷୀର ଖାଇ ବଞ୍ଚେ, ସେ ଶିଶୁପରି। ସେ ବ୍ଯକ୍ତି ଉଚିତ ଶିକ୍ଷା କ'ଣ ତାହା ଜାଣି ନାହିଁ। ସମାନେେ ଭଲ ଓ ମନ୍ଦର ପାର୍ଥକ୍ଯ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି। 14କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।

Choose Theme