Home Bibles ଏବ୍ରୀ 4:9 · ଓଡ଼ିଆ ବାଇବେଲ
ଏବ୍ରୀ 4:9 · ଓଡ଼ିଆ ବାଇବେଲ

ଏହା ପ୍ରମାଣିତ କରେ ଯେ, ପରମେଶ୍ବରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି।

Cross references

ଯାତ୍ରା ପୁସ୍ତକ 16:30

ତେଣୁ ଲୋକମାନେ ବିଶ୍ରାମ ଦିନ ରେ ବିଶ୍ରାମ କଲେ।

ଗୀତସଂହିତା 47:9

ସହେି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି ଓ ସମାନେେ ଅବ୍ରହାମର ପରମେଶ୍ବରଙ୍କ ରାଜ୍ଯର ଲୋକମାନଙ୍କ ସହିତ ମିଶନ୍ତି। ସହେିସବୁ ନେତାମାନେ ପରମେଶ୍ବରଙ୍କ ଆଶ୍ରିତ। ପରମେଶ୍ବର ସମାନଙ୍କେ ଉର୍ଦ୍ଧ୍ବରେ ଅଟନ୍ତି।

ଯିଶାଇୟ 11:10

ସହେି ସମୟରେ ଏକ ବିଶଷେ ବ୍ଯକ୍ତି ୟିଶଯର ପରିବାରରୁ ଧ୍ବଜା ସ୍ବରୂପ ଆସିବେ। ସହେି ଧ୍ବଜା ତାଙ୍କ ଚତୁର୍ଦ୍ଦିଗ ରେ ଏକତ୍ରୀତ ହବୋକୁ ଦଖାଇବେେ। ଆଉ ମଧ୍ଯ ଗୋଷ୍ଠୀଯମାନଙ୍କୁ ଉଚିତ କର୍ମ କରିବାକୁ ନିର୍ଦ୍ଦେଶ ଦବେ। ସହେି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହବେ ଓ ଗୌରବନ୍ବିତ ହବେ।

ଯିଶାଇୟ 57:2

ମାତ୍ର ସମାନେେ ଶାନ୍ତି ରେ ପ୍ରବେଶ କରିବେ ଓ ଯେଉଁମାନେ ଧର୍ମ ନିଷ୍ଠା ରେ ଚାଲନ୍ତି, ସମାନେେ ନିଜର ଶୟ୍ଯା ରେ ଶାନ୍ତି ରେ ବିଶ୍ରାମ କରିବେ।

ଯିଶାଇୟ 60:19

ଦିବସର ସୂର୍ୟ୍ଯ ତୁମ୍ଭର ଜ୍ଯୋତି ହବେ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ଯୋତ୍ସ୍ଲା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ଯୋତି ଓ ତୁମ୍ଭର ପରମେଶ୍ବର ତୁମ୍ଭର ମହିମାସ୍ବରୂପ ହବେେ।

ମାଥିଉଲିଖିତ ସୁସମାଚାର 1:21

ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।

ତୀତସଙ୍କ ପ୍ରତି ପତ୍ର 2:14

ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

ଏବ୍ରୀ 3:11

ଅତଏବ ମୁଁ କୋର୍ଧ ରେ ପ୍ରତିଜ୍ଞା କରି କହିଥିଲି - ସେ ଲୋକମାନେ କବେେ ହେଲେ ମାରେ ବିଶ୍ରାମସ୍ଥଳ ରେ303 ପ୍ରବେଶ କରିବେ ନାହିଁ।' ଗୀତସଂହିତା 95:7-11

ଏବ୍ରୀ 4:1

ପରମେଶ୍ବରଙ୍କ ବିଶ୍ରାମସ୍ଥଳ ରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍।

ଏବ୍ରୀ 4:3

ଆମ୍ଭେ ବିଶ୍ବାସୀ ଲୋକମାନେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ବର କହିଅଛନ୍ତି :

ଏବ୍ରୀ 11:25

ସେ ପାପର କ୍ଷଣକ ସୁଖଭୋଗ କରିବା ପାଇଁ ଚାହିଁଲେ ନାହିଁ। ତା' ପରିବର୍ତେ ସେ ଈଶ୍ବରଙ୍କ ଲୋକମାନଙ୍କ ସହ୍ଯ ହେଉଥିବା ଦୁର୍ବ୍ଯବହାର ସହିବା ପସନ୍ଦ କଲେ। ନିଜର ବିଶ୍ବାସ ହତେୁ ସେ ଏପରି କଲେ।

ପିତରଙ୍କ ପ୍ରଥମ ପତ୍ 2:10

ଅତୀତ ରେ ତୁମ୍ଭେ ପରମେଶ୍ବରଙ୍କ ଲୋକ ନ ଥିଲ। କିନ୍ତୁ ଏବେ ତୁମ୍ଭେ ପରମେଶ୍ବରଙ୍କ ଲୋକ ଅଟ। ଅତୀତ ରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ। କିନ୍ତୁ ଏବେ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ଅନୁଗ୍ରହ ଲାଭ କରିଛ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14

ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:4

ପରମେଶ୍ବର ସମାନଙ୍କେ ଆଖିରୁ ସମସ୍ତ ଲୁହ ପୋଛି ଦବେେ। ଆଉ ଅଧିକ ମୃତ୍ଯୁ, ବିଷାଦ, କ୍ରନ୍ଦନ ବା କଷ୍ଟ ରହିବ ନାହିଁ। ସବୁ ପୁରାତନ ବିଷୟ ଲୋପପାଇଛି।

Interlinear

Choose Theme