Home Bibles ଏବ୍ରୀ 2:6 · ଓଡ଼ିଆ ବାଇବେଲ
ଏବ୍ରୀ 2:6 · ଓଡ଼ିଆ ବାଇବେଲ

ଶାସ୍ତ୍ର ରେ କୌଣସି ସ୍ଥାନ ରେ ଏପରି ଲଖାେ ଅଛି :

Cross references

ଆଦି ପୁସ୍ତକ 50:24

ଏହାପରେ ଯୋଷଫେ ତାଙ୍କର ସମ୍ପର୍କୀଯମାନଙ୍କୁ କହିଲେ, ମୁଁ ମରୁଅଛି ମାତ୍ର ପରମେଶ୍ବର ଅବଶ୍ଯ ତୁମ୍ଭମାନଙ୍କର ଯତ୍ନ ନବେେ। ତା'ପରେ ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ନବେେ ଏବଂ ଯେଉଁ ଦେଶ ଦବୋ ପାଇଁ ସେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରି ଅଛନ୍ତି, ସଠାେକୁ ତୁମ୍ଭମାନଙ୍କୁ ଆଗଇେ ନବେେ।

ଆୟୁବ ପୁସ୍ତକ 7:17

ହେ ପରମେଶ୍ବର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ବାପୂର୍ଣ୍ଣ। ତୁମ୍ଭେ କାହିଁକି ତାକୁ ସମ୍ମାନ ଦବେ ? ତୁମ୍ଭେ କାହିଁକି ତା'ପ୍ରତି ଧ୍ଯାନ ଦବେ ?

ଆୟୁବ ପୁସ୍ତକ 15:14

ମନୁଷ୍ଯ କ'ଣ ସତ ରେ ଶୁଦ୍ଧ ହାଇପୋରିବ ? ଜଣେ ସ୍ତ୍ରୀ ଲୋକଠାରୁ ଜନ୍ମ ହାଇେଥିବା କହେି ଧାର୍ମିକ ହାଇପୋରିବ କି ?

ଆୟୁବ ପୁସ୍ତକ 25:6

ଲୋକମାନେ ବହୁତ କମ ନିର୍ମଳ। ଲୋକମାନେ କୀଟାଣୁ ପରି ମୂଲ୍ଯହୀନ ଜୀବାଣୁ।

ଗୀତସଂହିତା 8:4

କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?

ଗୀତସଂହିତା 144:3

ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ବପୂର୍ଣ୍ଣ କାହିଁକି ? ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ଯାନ ଦିଅ ?

ଗୀତସଂହିତା 146:3

ସାହାୟ୍ଯ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରିପାରିବେ ନାହିଁ।

ଯିଶାଇୟ 40:17

ସମସ୍ତ ଗୋଷ୍ଠୀ ପରମେଶ୍ବରଙ୍କ ତୁଳନା ରେ ଅତି ନଗଣ୍ଯ ତୁଚ୍ଛ। ସମାନେେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ଯ ଗଣ୍ଯ ଅଟନ୍ତି।

ଯିଶାଇୟ 51:12

ସଦାପ୍ରଭୁ କୁହନ୍ତି, ଆମ୍ଭେ ହେଉଛୁ ସହେି ଯେ ତୁମ୍ଭମାନଙ୍କୁ ସାନ୍ତ୍ବନା ଦିଅନ୍ତି, ତବେେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ଯ ଏପରି ମାନବର ସନ୍ତାନକୁ ଭୟ କରୁଅଛ ?'

ଲୂକଲିଖିତ ସୁସମାଚାର 1:68

ଇଶ୍ରାୟେଲର ପ୍ରଭୁ ପରମେଶ୍ବରଙ୍କର ସ୍ତୁତି ଗାନ କର। ସେ ନିଜ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଆସିଛନ୍ତି ଏବଂ ସମାନଙ୍କେୁ ସ୍ବାଧୀନତା ଦଇେଛନ୍ତି।

ଲୂକଲିଖିତ ସୁସମାଚାର 1:78

ଆମ୍ଭମାନଙ୍କ ପରମେଶ୍ବରଙ୍କ ସ୍ନହମୟେ ଅନୁଗ୍ରହ ହତେୁ ସ୍ବର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।

ଲୂକଲିଖିତ ସୁସମାଚାର 7:16

ସବୁଲୋକେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ପରମେଶ୍ବରଙ୍କ ମହିମା ଗାନ କଲେ। ସମାନେେ କହିଲେ, ଜଣେ ମହାନ ଭବିଷ୍ଯଦ୍ବକ୍ତା ଆମ୍ଭମାନଙ୍କ ପାଖକୁ ଆସିଛନ୍ତିା ଆହୁରି ମଧ୍ଯ ସମାନେେ କହିଲେ, ପରମେଶ୍ବର ନିଜ ଲୋକଙ୍କୁ ସାହାୟ୍ଯ କରିବା ପାଇଁ ଆସି ଯାଇଛନ୍ତି।

ଏବ୍ରୀ 4:4

ଶାସ୍ତ୍ରର କୌଣସି ସ୍ଥାନ ରେ ପରମେଶ୍ବର ସପ୍ତାହର ସପ୍ତମ ଦିନ ବିଷୟ ରେ କହିଛନ୍ତି : ସପ୍ତମ ଦିନ ରେ ପରମେଶ୍ବର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।304

ଏବ୍ରୀ 5:6

ଅନ୍ୟ ଗୋଟିଏ ସ୍ଥାନ ରେ ପରମେଶ୍ବର କୁହନ୍ତି :

ପିତରଙ୍କ ପ୍ରଥମ ପତ୍ 1:11

ଖ୍ରୀଷ୍ଟଙ୍କ ଆତ୍ମା ସହେି ଭବିଷୃଦ୍ ବକ୍ତାମାନଙ୍କ ଅନ୍ତର ରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହବେ ଓ ତା'ପରେ କିପରି ମହିମା ପ୍ରକାଶିତ ହବେ, ସହେି ବିଷୟ ରେ 'ଆତ୍ମା' କଥା କହୁଥିଲେ। ସହେି ଆତ୍ମା ଯାହା ଦଖାେଉଥିଲେ, ସହେି ଭବିଷ୍ଯଦ୍ ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସମାନେେ ଜାଣିବାକୁ ଚେଷ୍ଟା କଲେ ଯେ କେତବେେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତବେେଳେ ଜଗତର ଅବସ୍ଥା କିପରି ହାଇେଥିବ।

Interlinear

Choose Theme