ବିଶ୍ବାସ ଦ୍ବାରା ମୁଁ, ମାଶାଙ୍କେର ମା ଓ ବାପା ମାଶାଙ୍କେୁ ଜନ୍ମ ଦଲୋ ପରେ ତନିମାସ ଧରି ଲୁଚାଇ ରଖିଲେ। କାରଣ ସମାନେେ ଦେଖିଲେ ଯେ ମାଶାେ ସୁନ୍ଦର ଶିଶୁଟିଏ। ସମାନେେ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିଲେ।
Cross references
ରାଜା କହିଲେ, ଯେଉଁ ସମୟରେ ତୁମ୍ଭମାନେେ ଏବ୍ରୀଯା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ୟ୍ଯ କରିବ ଓ ସମାନଙ୍କେର ପିଲା ଜନ୍ମ କରିବା ରେ ସାହାୟ୍ଯ କରିବ, ପୁତ୍ର ସନ୍ତାନ ଥିଲେ ସମାନଙ୍କେୁ ମାରିଦବେ ଓ କନ୍ଯା ସନ୍ତାନ ହେଲେ ସମାନଙ୍କେୁ ଜୀବିତ ରଖିବ।
ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।
ସହେି ସ୍ତ୍ରୀଲୋକ ଜଣଙ୍କ ଗର୍ଭବତୀ ହାଇେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସହେି ପୁତ୍ର ବହୁତ ସୁନ୍ଦର ହଇେଛି। ତେଣୁ ସେ ତାଙ୍କୁ ତିନିମାସ କାଳ ଲୁଚାଇ ରଖିଲେ।
ପରମେଶ୍ବରଙ୍କ ଉପରେ ମୁଁ ନିର୍ଭର କରେ। ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ। ମୁଁ ପରମେଶ୍ବରଙ୍କ ଉପରେ ନିର୍ଭର କରେ, ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ ମାେତେ କ'ଣ କରିପାରିବେ ?
ସଦାପ୍ରଭୁ ମାେ ସହିତ ଅଛନ୍ତି। ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ, ମାେତେ କ'ଣ କରିପାରିବେ,
ପ୍ରେତ୍ୟକକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧ ରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ବାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।'
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।
ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
ତୁମ୍ଭେ ଯେଉଁମାନଙ୍କୁ ଯଥାର୍ଥ ଜାଣ। ଯେଉଁ ଲୋକମାନେ ମାରେ ଶିକ୍ଷା ହୃଦଯ ରେ ଧରି ରଖନ୍ତି, ଦୟାକରି ମାେ କଥା ଶୁଣ, ତୁମ୍ଭମାନେେ ଦୁଷ୍ଟ ଲୋକଙ୍କ ଅପମାନ ରେ ଭୟଭୀତ ହୁଅ ନାହିଁ।
ସଦାପ୍ରଭୁ କୁହନ୍ତି, ଆମ୍ଭେ ହେଉଛୁ ସହେି ଯେ ତୁମ୍ଭମାନଙ୍କୁ ସାନ୍ତ୍ବନା ଦିଅନ୍ତି, ତବେେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ଯ ଏପରି ମାନବର ସନ୍ତାନକୁ ଭୟ କରୁଅଛ ?'
ଶଦ୍ରକ, ମୈଶକ ଓ ଅବେଦ୍-ନଗୋ ରାଜାଙ୍କୁ ଉତ୍ତର କଲେ, ହେ ନବୂଖଦ୍ନିତ୍ସର, ଏ ବିଷଯ ରେ ଆପଣଙ୍କୁ ଉତ୍ତର ଦବୋର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ।
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।
ଲୋକଙ୍କୁ ଭୟ କର ନାହିଁ। ସମାନେେ କବଳେ ତୁମ୍ଭର ଶରୀରକୁ ମାରି ପାରିବେ। ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କବଳେ ପରମେଶ୍ବରଙ୍କୁ ଭୟ କର। ସେ କବଳେ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦଇେ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠଇେ ପାରିବେ।
ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, ହେ ମାରେ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କୁ କହୁଛି, ଲୋକଙ୍କୁ ଭୟ କର ନାହିଁ। ଲୋକେ କବଳେ ଶରୀରକୁ ମାରି ପକାଇବେ। କିନ୍ତୁ ସତେିକି କରି ସାରିବା ପରେ ସମାନେେ ତୁମ୍ଭମାନଙ୍କର ଆଉ ଅଧିକା କିଛି କରି ପାରିବେ ନାହିଁ।
ଏହି ସମୟରେ ମାଶାେ ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘ ରେ ତିନିମାସ ପର୍ୟ୍ଯନ୍ତ ଲାଳନପାଳନ କରାଗଲା।
ଅତଏବ ଆମ୍ଭେ ନିଃସନ୍ଦହେ ଭାବରେ କହିପାରିବା :