Home Bibles ☰ Books ଏବ୍ରୀ 11:18 · ଓଡ଼ିଆ ବାଇବେଲ
ଏବ୍ରୀ 11:18 · ଓଡ଼ିଆ ବାଇବେଲ

ପରମେଶ୍ବର ଅବ୍ରହାମଙ୍କୁ କହି ସାରିଥିଲେ ଯେ, ଇସହାକଙ୍କ ଦ୍ବାରା ତୁମ୍ଭର ବଂଶଧରମାନେ ଆସିବେ। କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ବାସ ଥିବାରୁ ଅବ୍ରହାମ ଏପରି କଲେ।

Cross references

ଆଦି ପୁସ୍ତକ 17:19

ପରମେଶ୍ବର କହିଲେ, ନାଁ, ମୁଁ କହିଲେ, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇସ୍ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସହେି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାଯୀ ହବେ।

ଆଦି ପୁସ୍ତକ 21:12

କିନ୍ତୁ ପରମେଶ୍ବର ଅବ୍ରହାମକୁ କହିଲେ, ତୁମ୍ଭର ସହେି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ଯସ୍ତ ହବୋର ନାହିଁ। ସାରା ଯେପରି ଚାହୁଁଛି ସପରେି କର। ଇସ୍ହାକ ତୁମ୍ଭର ପରିବାରର ନାମ ରଖିବ।

ରୋମୀୟଙ୍କ ପ୍ରତି ପତ୍ର 9:7

ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।

Interlinear

Choose Theme