Home Bibles ଏବ୍ରୀ 10:8 · ଓଡ଼ିଆ ବାଇବେଲ
ଏବ୍ରୀ 10:8 · ଓଡ଼ିଆ ବାଇବେଲ

ଏହି ଶାସ୍ତ୍ର ରେ ସେ ପ୍ରଥମେ କହିଥିଲେ, ତୁମ୍ଭେ ବଳି ଓ ନବୈେଦ୍ଯମାନ ଚାହଁ ନାହିଁ। ତୁମ୍ଭେ ହାମବେଳି ଦ୍ବାରା ବା ପାପହରଣ ହବୋ ପାଇଁ ଦିଆଯାଉଥିବା ବଳିଗୁଡ଼ିକ ଦ୍ବାରା ପ୍ରସନ୍ନ ହୁଅ ନାହିଁ। ବ୍ଯବସ୍ଥା ଆଜ୍ଞା ଦିଏ ଏହି ବଳିଦାନ ପାଇଁ।

Cross references

ମାର୍କଲିଖିତ ସୁସମାଚାର 12:33

ପ୍ରକୃତ ରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦଇେ ପରମେଶ୍ବରଙ୍କୁ ପ୍ ରମେ କରିବାକୁ ହବେ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ଯ ସପରେି ଭଲ ପାଇବାକୁ ହବେ। ଆମ୍ଭେ ପରମେଶ୍ବରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସହେି ଗୁଡିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ବପୂର୍ଣ୍ଣ।

ଏବ୍ରୀ 10:5

ଅତଏବ ଯେତବେେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ :

Interlinear

Choose Theme