Home Bibles ହଗୟ 2:20 · ଓଡ଼ିଆ ବାଇବେଲ
ହଗୟ 2:20 · ଓଡ଼ିଆ ବାଇବେଲ

ମାସର ଚତୁର୍ବିଂଶ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ହାଗଯ ନିକଟକୁ ଆସିଲା। ବାର୍ତ୍ତାଟି ହେଉଛି।

Cross references

ଏଜ୍ରା 5:2

ତେଣୁ ଶଲ୍ଟୀଯଲରେ ପୁତ୍ର ସରୁଦ୍ଦାବିଲ ଓ ୟୋଷାଦକର ପୁତ୍ର ଯେଶଯ ଉଠି ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ବରଙ୍କ ଭବିଷ୍ଯଦ୍ବକ୍ତାମାନେ ସମାନଙ୍କେ ସଙ୍ଗେ ରହି ସାହାର୍ୟ୍ଯ କଲେ।

ହଗୟ 1:1

ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ଛଅମାସର ପ୍ରଥମ ଦିବସ ରେ ହାଗଯ ପରମେଶ୍ବରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲ ଓ ୟିହୋଷାଦଙ୍କ ପୁତ୍ର ଯିହାଶୂେୟଙ୍କ ପାଇଁ ଥିଲା। ୟିରୁଦ୍ଦାବିଲ ଯିହୁଦାର ଦଶାେଧ୍ଯକ୍ଷ ଓ ଯିହାଶୂେୟ ଜଣେ ମହାନ୍ ଯାଜକ ଥିଲେ। ଭବିଷ୍ଯଦ୍ବକ୍ତା ହାଗଯଙ୍କ ଦ୍ବାରା କୁହାୟାଇଥିବା ବାର୍ତ୍ତା ଏହାହିଁ ଅଟେ।

ହଗୟ 1:15

ପାରସ୍ଯର ରାଜାଙ୍କର ରାଜତ୍ବର ଦ୍ବିତୀୟ ବର୍ଷ ରେ ଏବଂ ଦାରିଯାବସଙ୍କ ଶାସନର ଛଅମାସ ପୂର୍ତ୍ତିର ଚତୁର୍ବିଂଶ ଦିବସ ରେ ସମାନେେ କାର୍ୟ୍ଯ ଆରମ୍ଭ କଲେ।

ହଗୟ 2:1

ସପ୍ତମ ମାସର ଏକବିଂଶ ଦିବସ ରେ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ହାଗଯଙ୍କ ନିକଟକୁ ଆସିଲା।

ହଗୟ 2:10

ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ନବମ ମାସର ଚତୁର୍ବଂଶ ଦିବସ ରେ ଭବିଷ୍ଯଦ୍ବକ୍ତା ହାଗଯ ସଦାପ୍ରଭୁଙ୍କର ଏହି ବାର୍ତ୍ତା ପାଇଲେ।

ଯିଖରିୟ 1:1

ସଦାପ୍ରଭୁ ବରେିଖିଯଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ଯର ରାଜା ଦାରିଯାବସଙ୍କ ଦ୍ବିତୀୟ ବର୍ଷର ଅଷ୍ଟମ ମାସ ରେ ଏହା ଘଟିଥିଲା। ୟିଖରିଯ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଇଦ୍ଦୋଙ୍କ ପୁତ୍ର ଥିଲେ।

ଯିଖରିୟ 7:1

ରାଜା ଦାରିଯାବସଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ସଦାପ୍ରଭୁ ଏହି ବାର୍ତ୍ତା ୟିଖରିଯଙ୍କୁ ପଠାଇଲେ। ଏହା ତାଙ୍କ ରାଜତ୍ବର ଚତୁର୍ଥ ବର୍ଷର କିଷ୍ଲବେ ନାମକ ନବମ ମାସର ଚତୁର୍ଥ ଦିବସ ଥିଲା।

Interlinear

Choose Theme