ହଗୟ 1:3 · ଓଡ଼ିଆ ବାଇବେଲ
ପୁନର୍ବାର ହାଗଯ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଗ୍ରହଣ କଲେ। ହାଗଯ ବାର୍ତ୍ତାଟି କହିଲେ:
Cross references
ଏଜ୍ରା 5:1
ଏହି ସମୟରେ ଭବିଷ୍ଯଦ୍ବକ୍ତା ହାଗଯ ଓ ଇଦ୍ଦୋର ପୁତ୍ର ଜିଖରିଯ, ଏହି ଭବିଷ୍ଯଦ୍ବକ୍ତାମାନେ ଯିହୁଦା ଓ ୟିରୁଶାଲମସ୍ଥିତ ୟିହୁଦୀଯମାନଙ୍କ ନିକଟରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ। ସମାନେେ ପରମେଶ୍ବରଙ୍କ ନାମ ରେ ସମାନଙ୍କେ ନିକଟରେ ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲେ।
ଯିଖରିୟ 1:1
ସଦାପ୍ରଭୁ ବରେିଖିଯଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ଯର ରାଜା ଦାରିଯାବସଙ୍କ ଦ୍ବିତୀୟ ବର୍ଷର ଅଷ୍ଟମ ମାସ ରେ ଏହା ଘଟିଥିଲା। ୟିଖରିଯ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଇଦ୍ଦୋଙ୍କ ପୁତ୍ର ଥିଲେ।