ତା'ପ ରେ ତୁମ୍ଭେ ଧନୁ କାଢିଲ। ଶପଥ ପୂର୍ବକ ତୀରଗୁଡିକୁ ନିକ୍ଷପେ କଲ। ତୁମ୍ଭେ ପୃଥିବୀକୁ ନଦୀମାନଙ୍କ ଦ୍ବାରା ଭାଗ କଲ।
Cross references
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।
ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।
ସଦାପ୍ରଭୁଙ୍କର ଦୂତ କହିଲେ, ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦବୋକୁ ସମ୍ମତ ହେଲ, ତୁମ୍ଭେ ଏପରି କଲ କାରଣ ମାେ ପାଇଁ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସହେି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ,
ତୁମ୍ଭେ ଏହି ଦେଶ ରେ ପ୍ରବାସ କର। ତହିଁରେ ମୁଁ ତୁମ୍ଭକୁ ସାହାୟ୍ଯ ଓ ଆଶୀର୍ବାଦ କରିବି। ପୁଣି ମୁଁ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦବେି। ତୁମ୍ଭ ପିତା ଅବ୍ରାହାମଙ୍କ ନିକଟରେ କରିଥବା ଶପଥ ମୁଁ ସଫଳ କରିବି।
ଏବଂ ଯାକୁବ ଦେଖିଲେ ସଦାପ୍ରଭୁ ସହେି ସିଢ଼ି ପାଖ ରେ ଛିଡ଼ା ହାଇେଛନ୍ତି। ସଦାପ୍ରଭୁ କହୁଥିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ବର, ମଧ୍ଯ ଇସ୍ହାକର ପରମେଶ୍ବର। ତୁମ୍ଭେ ଶାଇେଥିବା ଭୂମି ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ତାହା ଦବୋ।
ମୁଁ ତୁମ୍ଭ ସମ୍ମୁଖ ରେ ହୋ ରେବ୍ ରେ ସହେି ଶୈଳ ଉପରେ ଠିଆ ହବେି। ସହେି ଶୈଳକୁ ଆଘାତ କଲେ ସେଥିରୁ ପାଣି ବାହାରି ଆସିବ ଏବଂ ଲୋକମାନେ ଜଳପାନ କରିପାରିବେ।
ଏହାପରେ ମାଶାେ ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡି ରେ ସହେି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସମାନଙ୍କେର ପଶୁଗଣ ଜଳପାନ କଲେ।
'ଆମ୍ଭେ ଇଶ୍ରାୟେଲୀୟମାନଙ୍କ ଉପରେ ଅମଙ୍ଗଳ ଦବୋ। ଆମ୍ଭେ ଆପଣା ବାଣସବୁ ସମାନଙ୍କେ ଉପରେ ବ୍ଯଯ କରିବା।
ଶ୍ରମିକମାନେ ପଥର କାଟି ସୁଡ଼ଙ୍ଗ ତିଆରି କରନ୍ତି। ସମାନେେ ପଥର ତଳେ ଥିବା ରତ୍ନ ଭଣ୍ଡାରର ସନ୍ଧାନ କରନ୍ତି।
ୟଦି ପରମେଶ୍ବର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।
ସଦାପ୍ରଭୁ ଯେଉଁମାନେ ମାେ ସହିତ ବିବାଦ କରୁଛନ୍ତି ତୁମ୍ଭେ ସମାନଙ୍କେ ସହିତ ମାେ ନିମନ୍ତେ ୟୁଦ୍ଧ କର।
ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ।
ପରମେଶ୍ବର, ଶୈଳରୁ ଝର ବାହାର କରାଇଲେ ଏବଂ ଏହାର ଜଳ ନଦୀପରି ବୋହିଲା।