Home Bibles ହବକକୂକ 3:1 · ଓଡ଼ିଆ ବାଇବେଲ
ହବକକୂକ 3:1 · ଓଡ଼ିଆ ବାଇବେଲ

ଭବିଷ୍ଯଦ୍ବକ୍ତା ହବକୂକ୍ଙ୍କର ଶିଗିଯୋନତ୍ ପ୍ରାର୍ଥନା:

Cross references

ଗୀତସଂହିତା 7:1

ହେ ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ତୁମ୍ଭଠାରେ ଶରଣ ନେଉଛି। ମାେ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମାେତେ ରକ୍ଷା କର ଓ ଉଦ୍ଧାର କର।

ଗୀତସଂହିତା 86:1

ହେ ସଦାପ୍ରଭୁ, ମାରେ ଗୁହାରି ଶୁଣ। ଏବଂ ମାେ ପ୍ରାର୍ଥନାର ଉତ୍ତର ଦିଅ। କାରଣ ମୁଁ ଜଣେ ଦିନହୀନ ନିଃସହାୟ ମଣିଷ।

ଗୀତସଂହିତା 90:1

ହେ ପ୍ରଭୁ, ତୁମ୍ଭ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହାଇେଅଛ।

Interlinear

Choose Theme