Home Bibles ଆଦି ପୁସ୍ତକ 9:2 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 9:2 · ଓଡ଼ିଆ ବାଇବେଲ

ପୃଥିବୀ ରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚ଼ର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧିଅରେ ଥିବା ସମସ୍ତ ମତ୍ସ୍ଯ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିଯନ୍ତ୍ରଣ ରେ ରହିବେ।

Cross references

ଆଦି ପୁସ୍ତକ 1:26

ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।

ଆଦି ପୁସ୍ତକ 1:28

ସେଥିପାଇଁ ପରମେଶ୍ବର ସମାନଙ୍କେୁ ଆଶୀର୍ବାଦ କଲେ ଏବଂ କହିଲେ, ବହୁତ ସନ୍ତାନ ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀ ରେ ଶାସନ କର, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳ ରେ ଥିବା ମତ୍ସ୍ଯଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚ଼ର ପ୍ରାଣୀ ଗଣ ଉପରେ ଶାସନ କର।

ଆଦି ପୁସ୍ତକ 2:19

ସଦାପ୍ରଭୁ ପରମେଶ୍ବର ଭୂମିର ଧୂଳିରୁ ସମସ୍ତ ପଶୁ ଓ ଆକାଶ ରେ ସମସ୍ତ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ବର ସମସ୍ତଙ୍କୁ ମନୁଷ୍ଯ ନିକଟକୁ ଦଖାଇବୋକୁ ଆଣିଲେ। ସହେି ମନୁଷ୍ଯ ସମାନଙ୍କେୁ କଣ କହି ଡ଼ାକିବ, ଏହା ଜାଣିବା ପାଇଁ। ସହେି ସୃଷ୍ଟି ପ୍ରାଣୀଙ୍କୁ ସେ ଯାହା କହି ଡ଼ାକିଲା, ତାହା ସମାନଙ୍କେର ନାମ ହେଲା।

ଆଦି ପୁସ୍ତକ 35:5

ଯାକୁବ ଏବଂ ତାଙ୍କର ପରିବାର ସହେି ସ୍ଥାନ ପରିତ୍ଯାଗ କଲେ। ସହେି ନଗରର ଚତୁଃପାଶର୍ବର ଲୋକମାନେ ସମାନଙ୍କେୁ ବହୁତ ଭୟ କରୁଥିଲେ। ସହେି ଯେଉଁ ଲୋକମାନେ ତାଙ୍କର ପୁତ୍ରମାନଙ୍କୁ ଅନୁସରଣ ଏବଂ ହତ୍ଯା କରିବାକୁ ଅପେକ୍ଷା କରିଥିଲେ, ଏଥିରୁ କ୍ଷାନ୍ତ ହେଲେ।

ଲେବୀୟ ପୁସ୍ତକ 26:6

ଆମ୍ଭେ ଦେଶର ଶାନ୍ତି ସ୍ଥାପନ କରିବା, ତୁମ୍ଭମାନେେ ଶଯନ କଲା ବେଳେ କହେି ତୁମ୍ଭମାନଙ୍କୁ ଭୟ ଦଖାଇବେେ ନାହିଁ। ପୁଣି ଆମ୍ଭେ ହିଂସ୍ରଜନ୍ତୁମାନଙ୍କୁ ଦେଶରୁ ଦୂ ରଇେ ଦବୋ ଏବଂ ତୁମ୍ଭ ଦେଶ ରେ ଶତୃ ପ୍ରବେଶ କରିପାରିବ ନାହିଁ।

ଲେବୀୟ ପୁସ୍ତକ 26:22

ତୁମ୍ଭମାନଙ୍କ ପ୍ରତିକୂଳ ରେ ମୁଁ ବନ୍ଯପଶୁମାନଙ୍କୁ ପଠାଇବି, ତହିଁରେ ସମାନେେ ତୁମ୍ଭମାନଙ୍କୁ ସନ୍ତାନ ବିହୀନ କରିବେ ଓ ତୁମ୍ଭମାନଙ୍କର ଗୃହପାଳିତ ପଶୁମାନଙ୍କୁ କରିବେ, ସମାନେେ ତୁମ୍ଭମାନଙ୍କୁ ଅଳ୍ପ ସଂଖ୍ଯକ କରିବେ, ଆଉ ତୁମ୍ଭମାନଙ୍କ ରାଜପଥ ସକଳ ଶୂନ୍ଯ ହବେ।

ଆୟୁବ ପୁସ୍ତକ 5:22

ବିନାଶ ଓ ଦୁର୍ଭିକ୍ଷ ପ୍ରତି ତୁମ୍ଭେ ହସିପାର। ତୁମ୍ଭେ ବଣୁଆ ହିଂସ୍ର ଜନ୍ତୁକୁ ଭୟ କର ନାହିଁ।

ଆୟୁବ ପୁସ୍ତକ 39:11

ବଣୁଆ ଷଣ୍ଢ ଅତି ବଳଶାଳୀ। ତୁମ୍ଭେ କ'ଣ ତା' ଉପରେ ନିର୍ଭର କରିପାରିବ ତୁମ୍ଭ କାମ କରିବା ପାଇଁ ?

ଗୀତସଂହିତା 8:4

କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?

ଗୀତସଂହିତା 104:20

ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ। ତହିଁରେ ସକଳ ବନ୍ଯପଶୁ ବାହାରି ଭ୍ରମଣ କରନ୍ତି।

ଯିହିଜିକଲ 34:25

ଏବଂ ମୁଁ ସମାନଙ୍କେ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ଯ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦବେି। ତାହା ହେଲେ ସମାନେେ ନିରାପଦ ରେ ମରୁଭୂମିରେ ବାସ କରିବେ ଓ ବଣ ରେ ଶଯନ କରିବେ।

ହୋଶେୟ 2:18

ସେତବେେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ୟୁଦ୍ଧ ଅସ୍ତ୍ରଗୁଡିକୁ ଭାଙ୍ଗି ଦବୋ ଏବଂ ଆମ୍ଭେ ସମାନଙ୍କେୁ ନିରାପଦ ରେ ଶଯନ କରିବାକୁ ଦବୋ।

ଯାକୁବଙ୍କ ପତ୍ 3:7

ଜିହ୍ବା ଏହି ଅଗ୍ନିକୁ ନରକରୁ ପାଇଥାଏ। ମଣିଷ ପ୍ରେତ୍ୟକକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପା ରେ ଓ କରିଛି ମଧ୍ଯ।

Interlinear

Choose Theme