ଆଦି ପୁସ୍ତକ 7:15 · ଓଡ଼ିଆ ବାଇବେଲ
ନୋହଙ୍କ ସହିତ ଏହି ସମସ୍ତେ ଜୀବ ଜାହାଜ ମଧିଅରେ ରହିଲେ। ସମସ୍ତ ଜୀବିତ ପ୍ରାଣୀ ୟୋଡ଼ା ୟୋଡ଼ା ହାଇେ ଆସିଲେ।
Cross references
ଆଦି ପୁସ୍ତକ 6:19
ପ୍ରାଣରକ୍ଷାର୍ଥେ ସର୍ବ ପ୍ରକାରର ଜୀବଜନ୍ତୁର ଏକ ଏକ ଦମ୍ପତ୍ତି ଆପଣା ସଂଗ ରେ ଧରି ଜାହାଜ ରେ ପ୍ରବେଶ କରିବ।
ଯିଶାଇୟ 11:6
ସେ ସମୟରେ ଗଧିଆଗୁଡ଼ିକ ମଷେ ଶାବକମାନଙ୍କ ସହିତ ଶାନ୍ତି ରେ ବାସ କରିବେ। ଛଳେିଛୁଆ ସହିତ ବାଘ ଏକତ୍ର ଶାନ୍ତି ରେ ଶୋଇବେ। ବାଛୁରୀ, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତି ରେ ବାସ କରିବେ। ଏପରିକି ଗୋଟିଏ େଛାଟ ପିଲା ସମାନଙ୍କେୁ ଅଡ଼ାଇବ।