Home Bibles ଆଦି ପୁସ୍ତକ 6:4 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 6:4 · ଓଡ଼ିଆ ବାଇବେଲ

ସମାନଙ୍କେ ପସନ୍ଦ ଅନୁସାରେ ସମାନଙ୍କେୁ ବିବାହ କଲେ।

Cross references

ଆଦି ପୁସ୍ତକ 11:4

ଏହାପରେ ଲୋକମାନେ କହିଲେ, ଆସ ଆମ୍ଭ ପାଇଁ ଏକ ନଗର ଓ ଏକ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରିବା ଆମ୍ଭମାନେେ ଅତି ଜଣାଶୁଣା ହବୋ। ତା ହେଲେ ଆମ୍ଭମାନେେ ପୃଥିବୀର ଚ଼ାରିଆଡ଼େ ବିକ୍ଷିପ୍ତ ହବୋ ନାହିଁ।

ଗଣନା ପୁସ୍ତକ 13:33

ସଠାେରେ ଆମ୍ଭମାନେେ ଅନାକର ନଫଲିେମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସମାନଙ୍କେ ଦୃଷ୍ଟି ରେ ଆମ୍ଭମାନେେ ଝିଣ୍ଟିକା ପରି ହେଲୁ।

ଗଣନା ପୁସ୍ତକ 16:2

ଇଶ୍ରାୟେଲର ଲୋକମାନଙ୍କର 250 ଜଣ ନତେୃର୍ବଗ ମାଶାଙ୍କେ ବିରୁଦ୍ଧ ରେ ଗଲେ।

ଦିତୀୟ ବିବରଣ 2:11

ଅନାକୀଯ ଲୋକମାନେ ରଫାଯୀଯମାନଙ୍କର ଏକ ଅଂଶ ଥିଲେ। ମାତ୍ର ମାଯାେବୀଯ ଲୋକମାନେ ସମାନଙ୍କେୁ ଏମୀଯ ବୋଲି କହିଲେ।

ଦିତୀୟ ବିବରଣ 2:20

ସହେିଦେଶ ରଫାଯୀଯମାନଙ୍କ ଦେଶଭାବେ ଜଣାଶକ୍ସ୍ଟଣା। ଅତୀତ ରେ ରଫାଯୀଯମାନେ ସଠାେରେ ବାସ କରୁଥିଲେ। ଅମ୍ମାନେ ଲୋକମାନେ ସମାନଙ୍କେୁ ସମ୍ସକ୍ସ୍ଟମ୍ମୀଯ ବୋଲି କହକ୍ସ୍ଟଥିଲେ।

ଦିତୀୟ ବିବରଣ 3:11

ଅବଶିଷ୍ଟ ରଫାଯୀଯମାନଙ୍କ ମଧ୍ଯରକ୍ସ୍ଟ କବଳେ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓଗ୍ର ଖଟଟି ଲକ୍ସ୍ଟହା ରେ ତିଆରି ହାଇେଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଚାରିହାତ। ସହେି ଖଟଟି ଏବେ ମଧ୍ଯ ରହବୋ ରେ ଅଛି ଯେଉଁଠା ରେ ଅମ୍ମାନେ ସନ୍ତାନଗଣ ବାସ କରୁଛନ୍ତି।

ପ୍ରଥମ ଶାମୁୟେଲ 17:4

ଗାଥ ନିବାସୀ ଗଲିଯାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣୀରକ୍ସ୍ଟ ବାହାର ହେଲା, ସେ ସାଢେ ଛଅ ହାତ ଉଚ୍ଚ।

ଦିତୀୟ ଶାମୁୟେଲ 21:15

ଏହାପରେ ପଲେଷ୍ଟୀୟମାନଙ୍କର ଇଶ୍ରାୟେଲ ସହିତ ପକ୍ସ୍ଟନର୍ବାର ୟକ୍ସ୍ଟଦ୍ଧ ହେଲା। ଦାଉଦ ଓ ତାଙ୍କ ସହିତ ତାଙ୍କର ଲୋକମାନେ ୟାଇ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କଲେ, କିନ୍ତୁ ଦାଉଦ ଦୁର୍ବଳ ଓ କ୍ଲାନ୍ତ ହେଲେ।

Interlinear

Choose Theme