Home Bibles ଆଦି ପୁସ୍ତକ 50:6 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 50:6 · ଓଡ଼ିଆ ବାଇବେଲ

ଫାରୋ କହିଲେ, ତୁମ୍ଭର ପ୍ରତିଜ୍ଞା ରକ୍ଷା କରିୟାଅ। ୟାଅ ପିତାଙ୍କୁ କବର ଦିଅ।

Cross references

ଆଦି ପୁସ୍ତକ 48:21

ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, ମାରେ ମୃତ୍ଯୁ ସମୟ ପ୍ରାଯ ସନ୍ନିକଟ। ପରମେଶ୍ବର ତୁମ୍ଭକୁ ସଦଯ ହୁଅନ୍ତୁ। ସେ ତୁମ୍ଭକୁ ପୁନ୍ନର୍ବାର ତୁମ୍ଭର ପୂର୍ବପୁରୁଷଙ୍କ ଦେଶକୁ ନଇେ ଯିବେ।

Interlinear

Choose Theme