Home Bibles ☰ Books ଆଦି ପୁସ୍ତକ 5:6 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 5:6 · ଓଡ଼ିଆ ବାଇବେଲ

ଶେଥ 105 ବର୍ଷ ସମୟରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ।

Cross references

ଆଦି ପୁସ୍ତକ 4:25

ଆଦମ ପୁନର୍ବାର ତା'ର ସ୍ତ୍ରୀ ହବା ସହିତ ସହବାସ କଲା ଏବଂ ପୁଣି ସେ ଅନ୍ୟ ଏକ ପୁତ୍ର ସନ୍ତାନ ପ୍ରସବ କଲା, ଏବଂ ତାକୁ ଶେଥ ବୋଲି ଡ଼ାକିଲା। ହବା କହିଲେ, ପରମେଶ୍ବର ହବେଲର ପ୍ରତି ବଦଳ ରେ ଆଉ ଗୋଟିଏ ପୁତ୍ର ଦଇେଛନ୍ତି, କାରଣ କଯିନ ତାହାଙ୍କୁ ହତ୍ଯା କଲା।

ଆଦି ପୁସ୍ତକ 4:26

ଶେଥର ଏକ ପୁତ୍ର ଥିଲା, ସେ ତା'ର ନାମ ଦଇେଥିଲେ ଈନୋଶ। ଏହି ସମୟରେ ମନୁଷ୍ଯମାନେ ସଦାପ୍ରଭୁଙ୍କର ପ୍ରାର୍ଥନା କରିବାକୁ ଆରମ୍ଭ କଲେ।

Interlinear

Choose Theme