ଆଦି ପୁସ୍ତକ 5:18 · ଓଡ଼ିଆ ବାଇବେଲ
ଯରଦେକୁ ଯେତବେେଳେ 162 ବର୍ଷ ବଯସ ହାଇେଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲ, ତାହାର ନାମ ହନୋକ।
Cross references
ଆଦି ପୁସ୍ତକ 4:17
କଯିନ ତା'ର ସ୍ତ୍ରୀ ସହିତ ସହବାସ କଲା। ଏହାପରେ ସେ ଗର୍ଭବତୀ ହାଇେ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କଯିନ ତା'ର ପୁତ୍ର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା'ର ନାମ ଦଲୋ ହନୋକ।
ପ୍ରଥମ ବଂଶାବଳୀ 1:3
ହନୋକ, ମଥୁଶଲହେ, ଲମେକ, ନୋହ।
ଲୂକଲିଖିତ ସୁସମାଚାର 3:37
ଲମେଖ ମଥୂଶଲହଙ୍କେ ପୁତ୍ର।
ଯିହୂଦାଙ୍କ ପତ୍ର 1:14
ଆଦମଙ୍କଠାରୁ ପୁରୁଷାନୁକ୍ରମେ ସପ୍ତମ ପୁରୁଷ ରେ ଜାତ ହନୋକ ଏହି ଲୋକମାନଙ୍କ ବିଷୟ ରେ ଏହି କଥା କହିଥିଲେ : ଦେଖ ପ୍ରଭୁ ତାହାଙ୍କର ହଜାର ହଜାର ପବିତ୍ର ସ୍ବର୍ଗଦୂତମାନଙ୍କ ସହିତ ଆସୁଛନ୍ତି।