ପଦ୍ଦନ ଅରାମଠାରୁ କିଣାନ ଦେଶକୁ ମାରେଆଗମନ କାଳ ରେ ରାହେଲ, ଇଫ୍ରାତାର ରାସ୍ତା ରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥା ରେ (ବୈଥିଲହମେ ରେ) କବର ଦଲେି।
Cross references
ଯେତବେେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେ ଚାଳିଶ ବର୍ଷ ଥିଲେ। ୟିଏକି ବଥୁଯଲରେ କନ୍ଯା, ଅରାମୀଯ ପଦ୍ଦନ-ଅରାମୀଯ ଏବଂ ଅରାମୀଯ ଲାବନର ଭୁଗିନୀ।
ଯେତବେେଳେ ଯାକୁବ ପଦ୍ଦନ୍-ଅରାମକୁ ଫରେିଲେ ପରମେଶ୍ବର ତାଙ୍କୁ ପୁନର୍ବାର ଦଖାେ ଦେଲେ। ପରମେଶ୍ବର ଯାକୁବଙ୍କୁ ଆଶୀର୍ବାଦ କଲେ।
ଯାକୁବ ଏବଂ ତାଙ୍କର ଦଳ ବୈଥଲେ ଛାଡ଼ିଲେ, ସମାନେେ ଇଫ୍ରାଥା ରେ ଉପସ୍ଥିତ ହବୋପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବଦନୋ ହେଲା ଏବଂ ତା'ର ପ୍ରସବ କରିବ ରେ ଅତିଶଯ କଷ୍ଟ ହେଲା।
ଇଫ୍ରାଥା ୟିବା ପରେ ତାହା ବୌଥଲେ ହମେ ନିକଟରେ ରାହେଲକୁ କବର ଦିଆଗଲା।
ସହେି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦକ୍ସ୍ଟଇ ପକ୍ସ୍ଟତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିଯୋନ୍। ସମାନେେ ଥିଲେ, ୟିହକ୍ସ୍ଟଦାର ବୈଥ୍ଲହମରେକ୍ସ୍ଟ ଏଫ୍ରାଥୀଯ ଲୋକ। ସମାନେେ ମାୟୋବର ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ସଠାେରେ ବସବାସ କଲେ।
ଇଫ୍ରଯିମର ପର୍ବତମଯ ଦେଶର ରାମାଠା ରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ୟିରୋହମର ପକ୍ସ୍ଟତ୍ର, ଥିଲା ୟିଏ ଇଲୀହର ପକ୍ସ୍ଟତ୍ର ଥିଲା, ୟିଏ ତୋହର ପକ୍ସ୍ଟତ୍ର ଥିଲା, ୟିଏ ସୂଫର ପକ୍ସ୍ଟତ୍ର ଥିଲା ଓ ଏମାନେ ଇଫ୍ରଯିମ ପରିବାରବର୍ଗର ଥିଲେ।
ଆଜି ତୁମ୍ଭେ ମାେତେ ଏଠି ଛାଡି ଗଲାପରେ ବିନ୍ଯାମୀନ ସୀମାର ସେଲଠା ରେ ରାହେଲ କବର ନିକଟରେ ଦକ୍ସ୍ଟଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦକ୍ସ୍ଟଇଜଣ ତୁମ୍ଭକୁ କହିବେ, 'ତୁମ୍ଭେ ଯେଉଁ ଗଧମାନଙ୍କୁ ଖାଜେକ୍ସ୍ଟଥିଲ, ସମାନେେ ମିଳିଛନ୍ତି। ତକ୍ସ୍ଟମ୍ଭ ବାପା ଗଧମାନଙ୍କ ପାଇଁ ବ୍ଯସ୍ତ ନିହଁନ୍ତି ବରଂ ତକ୍ସ୍ଟମ୍ଭପାଇଁ ଅଟନ୍ତି ଓ କହନ୍ତି, ମାେ ପକ୍ସ୍ଟଅ ପାଇଁ ମୁ କ'ଣ କରିବି।'
ଦାଉଦ ୟିଶୀଙ୍କର ପକ୍ସ୍ଟତ୍ର ଥିଲେ, ୟିଶୀ ଥିଲେ ଇଫ୍ରାଥୀଯ ପରିବାରର ୟିଏ ବୈଥଲହମେ ଓ ୟିହକ୍ସ୍ଟଦା ରେ ବାସ କରୁଥିଲେ ଏବଂ ୟିଶୀଙ୍କର ଆଠପକ୍ସ୍ଟତ୍ର ଥିଲେ। ପକ୍ସ୍ଟଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ।
କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।
ରାମା ରେ ଏକ ଦୁଃଖଭରା ସ୍ବର ଶୁଣାଗଲା। ତାହା ରୋଦନ ଓ ଅତିଶୟ ବିଳାପର ସ୍ବର ଥିଲା। ରାହେଲ ତା ପିଲାମାନଙ୍କ ପାଇଁ କାନ୍ଦୁଥିଲା। କହେି ହେଲେ ତାକୁ ସାନ୍ତ୍ବନା ଦଇେ ପାରିବନେି। କାରଣ ତା'ର ପିଲାମାନେ ମରିଯାଇଥିଲେ। ୟିରିମିୟ 31:15