Home Bibles ☰ Books ଆଦି ପୁସ୍ତକ 47:17 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 47:17 · ଓଡ଼ିଆ ବାଇବେଲ

ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁ ସବୁ ଯୋଷଫଙ୍କେ ନିକଟକୁ ଆଣିଲେ। ସେ ତାଙ୍କୁ ଅଶ୍ବ, ମଷେ ଏବଂ ଛଳେି ପଶୁପଲ ଏବଂ ଗଧ ବଦଳ ରେ ଖାଦ୍ୟ ଦ୍ରବ୍ଯ ଦେଲେ। ସେ ବର୍ଷ ଯୋଷଫେ ସମାନଙ୍କେର ଖାଦ୍ୟ ବଦଳ ରେ ସମସ୍ତ ଜୀବନ୍ତ ପଶୁ ନେଲେ।

Cross references

ଯାତ୍ରା ପୁସ୍ତକ 9:3

ତବେେ ସଦାପ୍ରଭୁ ତୁମ୍ଭର ପଶୁମାନଙ୍କ ଉପରେ ତାଙ୍କର ମହାନ ଶକ୍ତି ପ୍ରଯୋଗ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପଶୁ ଯଥା: ଘୋଡାମାନଙ୍କର, ଗଧମାନଙ୍କର, ଓଟମାନଙ୍କର, ଗାଈ ଗୋରୁମାନଙ୍କର, ମେଣ୍ଢାମାନଙ୍କଠା ରେ ମାହାମାରୀ ସୃଷ୍ଟି କରିବେ।

ପ୍ରଥମ ରାଜାବଳୀ 10:28

ଶଲୋମନଙ୍କର ଅଶ୍ବଗୁଡିକ ବଣିକମାନଙ୍କ ଦ୍ବାରା ମିଶରରୁ ଓ କ୍ଯୁଏରୁ ଅଣାଗଲା, ଯେଉଁମାନେ କି ସଗେୁଡିକ ସଠାରୁେ କିଣିଥିଲେ।

ଆୟୁବ ପୁସ୍ତକ 2:4

ଶଯତାନ ଉତ୍ତର ଦଲୋ, ଚର୍ମ ଚର୍ମ ପାଇଁ ! ଜଣେ ମନୁଷ୍ଯ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦଇେ ଦବେ।

ଯିଶାଇୟ 31:1

ମିଶରକୁ ସାହାୟ୍ଯ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସମାନେେ ଅଶ୍ବମାନଙ୍କ ଉପ ରେ ନିର୍ଭର କରନ୍ତି। ସମାନେେ ଆଶା କରନ୍ତି ଅଶ୍ବଗଣ ସମାନଙ୍କେୁ ରକ୍ଷା କରିବେ। ଆଉ ମଧ୍ଯ ସମାନେେ ଭାବନ୍ତି ଅତ୍ଯଧିକ ରଥ ଓ ବହୁ ବଳବାନ ଅଶ୍ବାରୋହୀ ସୈନ୍ଯ ଥିବାରୁ ସମାନେେ ସୁରକ୍ଷିତ। ସମାନେେ ଇଶ୍ରାୟେଲର ପବିତ୍ରତା ପ୍ରତି ବିଶ୍ବାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ବଷେଣ କରନ୍ତି ନାହିଁ। ତେଣୁ ସମାନେେ ସନ୍ତାପର ପାତ୍ର।

ମାଥିଉଲିଖିତ ସୁସମାଚାର 6:24

'ଜଣେ କବେେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସବେକ ହାଇେ ପାରିବ ନାହିଁ।

Interlinear

Choose Theme