ଯୋଷଫେ ଫାରୋ ଯେପରି ଆଜ୍ଞା ଦେଲେ ସପରେି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସହେି ଭୂମି ମିଶର ରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାର ରେ ଦେଲେ।
Cross references
ତୁମ୍ଭେ ସମାନଙ୍କେୁ ମିଶର ରେ ଯେ କୌଣସି ସ୍ଥାନ ରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦଇପୋର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସମାନେେ ଗୋନ ଦେଶ ରେ ରୁହନ୍ତୁ। ରହିବା ପାଇଁ ସମାନଙ୍କେୁ ଗୋଶନ ପ୍ରଦେଶ ଦିଅ। ଏବଂ ସମାନେେ ଯଦି ପାରଙ୍ଗମ ତବେେ ସମାନଙ୍କେୁ ମାରେ ପଶୁପଲଗୁଡ଼ିର ଅଧକ୍ଷ ଭାବରେ ନିୟୁକ୍ତି କର।
ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।
ଇଶ୍ରାୟେଲୀୟ ଲୋକମାନେ ରମିଷେଷ୍ଠାରୁ ସୁକ୍କୋତ୍କୁ ୟାତ୍ରା କଲେ। ସମାନେେ ପିଲାମାନଙ୍କୁ ଛାଡି ମାଟେ ରେ 6,00,000 ଲୋକ ଥିଲେ।
ପ୍ରଥମ ମାସର ପଞ୍ଚଦଶ ଦିନ ରେ, ସମାନେେ ରାମିଷଷଠାରୁେ ୟାତ୍ରା କଲେ। ଇଶ୍ରାୟେଲର ଲୋକମାନେ ମିଶରବାସୀଙ୍କ ଆଗ ରେ ଦାମ୍ଭିକତାର ସହକା ରେ ବାହାରି ଗଲେ। ଏହା ନିସ୍ତାର ପର୍ବର ପରବର୍ତ୍ତି ଦିନ ଥିଲା।
ଲୋକମାନେ ତାହାର ପିତୃ ବଂଶର ସକଳ ଗୌରବ ଓ ପ୍ରଧାନ ଜିନିଷ ତାହା ଉପ ରେ ଟଙ୍ଗାଇବେ। ସମସ୍ତ ବଯସ୍କ ଓ େଛାଟ ପିଲାମାନେ ତା'ଉପ ରେ ନିର୍ଭର କରିବେ। ସହେି ଲୋକମାନେ ପାନପାତ୍ର ଅବଧି କଳଶ ପର୍ୟ୍ଯନ୍ତ ପ୍ରେତ୍ୟକକ କ୍ଷୁଦ୍ର ପାତ୍ର ତାହା ଉପ ରେ ଟଙ୍ଗାଇବେ।
ଜଣେ ଚୋର ଚୋରି, ହତ୍ଯା ଓ ନଷ୍ଟ କରିବା ପାଇଁ ଆ ସେ। କିନ୍ତୁ ମୁଁ ସମାନଙ୍କେୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦବୋ ପାଇଁ ଆସିଛି।
ମୁଁ ନିଜ ମଷେମାନଙ୍କୁ ଅନନ୍ତ ଜୀବନ ଦିଏ। ସମାନେେ କଦାପି ମରିବେ ନାହିଁ। ସମାନଙ୍କେୁ ମାେ ହାତରୁ କହେି ଛଡଇେ ନଇେ ପାରିବେ ନାହିଁ।
ମାରେ ପରମପିତାଙ୍କ ଘ ରେ ଅନକଗେୁଡିଏ ବଖରା ଅଛି। ତାହା ନ ହାଇେଥିଲେ ମୁଁ ତୁମ୍ଭକୁ ଏହା କହି ନଥାନ୍ତି। ମୁଁ ତୁମ୍ଭ ପାଇଁ ଗୋଟିଏ ସ୍ଥାନ ପ୍ରସ୍ତୁତ କରିବା ଉଦ୍ଦେଶ୍ଯ ରେ ସଠାେକୁ ଯାଉଛି।
ଯୀଶୁ ଉତ୍ତର ଦେଲେ, ଯଦି କହେି ମାେତେ ପ୍ ରମେ କରେ ତବେେ ସେ ମାହେର ଉପଦେଶ ପାଳନ କରିବ। ମାରେ ପରମପିତା ତାକୁ ପ୍ ରମେ କରିବେ। ମାରେ ପରମପିତା ଓ ମୁଁ ସହେି ଲୋକ ପାଖକୁ ଆସିବୁ ଓ ତା' ସହିତ ରହିବୁ।
ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ହଇେଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦଇେଛ, ସେସମସ୍ତଙ୍କୁ ସହେି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।
ହେ ପରମପିତା, ତୁମ୍ଭେ ମାେତେ ଯେଉଁ ଲୋକମାନଙ୍କୁ ଦଇେଛ, ମୁଁ ଗ୍ଭ ହେ, ମୁଁ ଥିବା ପ୍ରେତ୍ୟକକ ସ୍ଥାନ ରେ ସମାନେେ ମାେ ସହିତ ରୁହନ୍ତୁ। ମୁଁ ଇଚ୍ଛା କରେ, ସମାନେେ ମାରେ ଗୌରବ ଦେଖନ୍ତୁ। ଏହି ଗୌରବ ତୁମ୍ଭେ ମାେତେ ଦଇେଛ, କାରଣ ତୁମ୍ଭେ ପୃଥିବୀ ସୃଷ୍ଟି ହବୋ ପୂର୍ବରୁ ମାେତେ ପ୍ ରମେ କଲ।