ବିନ୍ଯାମୀନର ପୁତ୍ରମାନେ ଥିଲେ ବଲୋ, ବେଖର, ଅସବଲେ, ଗରୋ, ନାମନ, ଏହି, ରୋଶ, ମୁପ୍ପୀମ, ହୁପ୍ପୀମ ଓ ଅର୍ଦ।
Cross references
ବିନ୍ଯାମୀନ ଏକ ଭୋକିଲା ଗଧିଆ ତୁଲ୍ଯ। ପ୍ରଭାତ ରେ ସେ ଶୀକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ଯା ରେ ସେ ଦୁ ହେଁ ଭାଗ କରନ୍ତି।
ବିଦ୍ଯାମୀନ ପରିବାରବର୍ଗର, ଗିବିୟୋନର ପୁତ୍ର ଅବୀଦାନଣ।
ବିନ୍ଯାମୀନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
ବାନ୍ଯାମୀନର ପରିବାରବର୍ଗ ହେଲେ: ବଲୋଠାରୁ ବଲୋଯୀଯ ଗୋଷ୍ଠୀ; ଅସବଲଠାରୁେ ଅସବଲେୀଯ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀଯ ଗୋଷ୍ଠୀ।
ମାଶାେ ବିନ୍ଯାମୀନଙ୍କ ବିଷଯ ରେ କହିଲେ, ସଦାପ୍ରଭୁଙ୍କର ପ୍ରିଯ ଲୋକେ ବିନ୍ଯାମୀନଙ୍କ ନିକଟରେ ନିର୍ଭୟ ରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ବଯ ମଧିଅରେ ବାସ କରନ୍ତି।
ବିନ୍ଯାମୀନଙ୍କର ତିନି ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା : ବଲୋ, ବେଖର ଓ ୟିଦୀଯଲେ।
ବିନ୍ଯାମୀନ ବଲୋଙ୍କ ପିତା ଥିଲେ। ବଲୋ ବିନ୍ଯାମୀନଙ୍କ ପ୍ରଥମଜାତ ପୁତ୍ର ଥିଲେ। ଅସବେଲ୍ ବିନ୍ଯାମୀନଙ୍କ ଦ୍ବିତୀୟ ପୁତ୍ର ଥିଲେ। ଅହର୍ଦ ବିନ୍ଯାମୀନଙ୍କ ତୃତୀୟ ପୁତ୍ର ଥିଲେ।