ଏହାପରେ ଯିହୁଦା ତାଙ୍କର ପିତାଙ୍କୁ କହିଲେ, ବିନ୍ଯାମୀନକୁ ମାେ ସହିତ ୟିବାକୁ ଦିଅ। ମୁଁ ତା'ର ଯତ୍ନ ନବେି। ଆମ୍ଭମାନଙ୍କୁ ମିଶର ୟାଇ ଖାଦ୍ୟ ଆଣିବାକୁ ଅଛି। ଯଦି ଆମ୍ଭେ ନଯାଉ ତବେେ ଆମ୍ଭେ ସମସ୍ତେ ମରିବା, ଏପରିକି ଆମ୍ଭର ପିଲାମାନେ ମଧ୍ଯ ମରିବେ।
Cross references
ମୁଁ ଶୁଣିଛି ଯେ ମିଶର ରେ ଖାଦ୍ୟଶସ୍ଯ ବିକ୍ରଯ କରାଯାଉ ଅଛିା ତେଣୁ ତୁମ୍ଭେ ୟାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ଯ କିଣିଆଣ। ତହିଁରେ ଆମ୍ଭମାନେେ ମରି ନୟାଇ ବଞ୍ଚି ପାରିବା।
କିନ୍ତୁ ଯାକୁବ ତାଙ୍କୁ କହିଲେ, ମୁଁ ବିନ୍ଯାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିୟାଇଛି। ସେ ଜଣେ କବଳେ ରହିୟାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ୟାଏ ଏବଂ ରାସ୍ତା ରେ କିଛି ଗୋଟିଏ ହାଇୟୋଏ, ତବେେ ତୁମ୍ଭେ ମାେତେ ଶାେକରେ ମାରେ ଏହି ପକ୍ବ କେଶ ରେ କବରକୁ ପଠଇେ ଦବେ।
ଏବଂ ଆମ୍ଭେ ପିତାଙ୍କୁ କହିଲୁ, 'ଆମ୍ଭେ ଆମ୍ଭର ସାନ ଭାଇ ବିନା ୟାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନୟାଏ, ତାହାହେଲେ ସହେି ବ୍ଯକ୍ତିର ମୂଖ ଦେଖି ପାରିବୁ ନାହିଁ।'
ଏହାପରେ ଫାରୋ କହିଲେ, ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ବାରା ସମାନଙ୍କେର ଭୂମିକୁ ୟାତ୍ରା କରନ୍ତୁ ଏବଂ ସମାନଙ୍କେର ପିତା, ସମାନଙ୍କେର ସ୍ତ୍ରୀମାନଙ୍କୁ ଏବଂ ସମାନଙ୍କେର ପିଲାମାନଙ୍କୁ ଆଣନ୍ତୁ।
ଯୋଷଫଙ୍କେ ପରିବାର ସମସ୍ତ ଲୋକ, ତାଙ୍କର ଭାଇମାନେ ଏବଂ ତାଙ୍କ ପିତାଙ୍କର ସମସ୍ତ ବଂଶ ତାଙ୍କ ସହିତ ଗଲେ। ଗୋଶନ ରେ କବଳେ ପଶୁ ଓ ପିଲାମାନେ ରହିଲେ।
ତେଣୁ ଭୟକର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନବେି। ଏହି ପ୍ରକାର ରେ ଯୋଷଫେ ତାଙ୍କର ଭାଇମାନଙ୍କୁ ମଧୁର ବଚନ ରେ ତୋଷିଲେ। ଏହିପରି କଥା ରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ବନା ଦେଲେ।
ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।
ତୁମ୍ଭେ କହିଲ, ତୁମ୍ଭ ପିଲାମାନଙ୍କୁ ବୋହି ନିଆୟିବ। କିନ୍ତୁ ସମାନଙ୍କେୁ ମୁଁ ସହେି ସ୍ଥାନକୁ ଆଣିବି। ଆଉ ତୁମ୍ଭମାନେେ ଯେଉଁ ଦେଶକୁ ପ୍ରତ୍ଯାଖ୍ଯାନ କରିଥିଲ, ସମାନେେ ତାହା ଉପଭୋଗ କରିବେ।
ରୂବନେ ବଞ୍ଚିରହକ୍ସ୍ଟ, ଏବଂ ତାଙ୍କର ମୃତକ୍ସ୍ଟ୍ଯ ନ ହେଉ, କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ଯକ ନ ହକ୍ସ୍ଟଅନ୍ତକ୍ସ୍ଟ।
ଶମରିଯା ରେ ଦୁର୍ଭିକ୍ଷ, ଆମ୍ଭମାନେେ ଯଦି ନଗର ଭିତରକୁ ୟିବା ତବେେ ମରିବା। ଯଦି ଏହି ସ୍ଥାନ ରେ ରହିବା, ତବେେ ବି ମରିବା। ତେଣୁ ଗ୍ଭଲ ଅରାମୀଯ ସୈନ୍ଯ ଶିବିରକୁ ୟିବା। ଯଦି ସମାନେେ ବଞ୍ଚାଇବେ, ତବେେ ଆମ୍ଭେ ବଞ୍ଚିବା। ଯବେେ ଆମ୍ଭକୁ ମାରିବେ, ତବେେ ଆମ୍ଭମାନେେ ମରିବା।
ରାଜାଙ୍କର ଉଚ୍ଚ ଅଧିକାରୀ ମଧ୍ଯରୁ ଜଣେ କହିଲା, ନଗର ବାହା ରେ ଅବଶିଷ୍ଟ ଥିବା ପାଞ୍ଚଟି ଅଶ୍ବ ରେ କେତକେ ଲୋକ ୟାଇ ଦେଖନ୍ତୁ। ନଗର ରେ ସହେି ଅଶ୍ବଗୁଡିକ ପଳାଇଛନ୍ତି, କିନ୍ତୁ ଇଶ୍ରାୟେଲର ଲୋକମାନେ ଯେଉଁମାନେ ନଗରରୁ ପଳାଇଛନ୍ତି ସହେିପରି ସମାନେେ ମରିବେ।
ଏହାପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାଯ ରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ସାକ୍ଷାତ ରେ ଆପଣାମାନଙ୍କୁ ନମ୍ରକରିବା ପାଇଁ ମୁଁ ଅହିବାନଦୀ ନିକଟରେ ଉପବାସ ଘାଷେଣା କଲି।
ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।