ଆଦି ପୁସ୍ତକ 43:4 · ଓଡ଼ିଆ ବାଇବେଲ
ଯଦି ତୁମ୍ଭେ ବିନ୍ଯାମୀନକୁ ଆମ ସହିତ ପଠାଅ। ତବେେ ଆମ୍ଭେ ୟାଇ ଶସ୍ଯ କ୍ରଯ କରିପାରିବୁ।
Cross references
ଆଦି ପୁସ୍ତକ 42:2
ମୁଁ ଶୁଣିଛି ଯେ ମିଶର ରେ ଖାଦ୍ୟଶସ୍ଯ ବିକ୍ରଯ କରାଯାଉ ଅଛିା ତେଣୁ ତୁମ୍ଭେ ୟାଇ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଶସ୍ଯ କିଣିଆଣ। ତହିଁରେ ଆମ୍ଭମାନେେ ମରି ନୟାଇ ବଞ୍ଚି ପାରିବା।
ଆଦି ପୁସ୍ତକ 43:2
ଯାକୁବର ପରବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ଯ ଖାଇ ଦେଲେ। ଯେତବେେଳେ ସହେି ଶସ୍ଯସବୁ ସରିଗଲା। ଯାକୁବ ତା'ର ପୁତ୍ରମାନଙ୍କୁ କହିଲେ, ମିଶରକୁ ୟାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ଯ ଖାଇବା ପାଇଁ ଆଣ।
ଆଦି ପୁସ୍ତକ 44:26
ଏବଂ ଆମ୍ଭେ ପିତାଙ୍କୁ କହିଲୁ, 'ଆମ୍ଭେ ଆମ୍ଭର ସାନ ଭାଇ ବିନା ୟାଇ ପାରିବୁ ନାହିଁ। ଯଦି ଆମ୍ଭର ଭାଇ ଆମ୍ଭମାନଙ୍କ ସହିତ ନୟାଏ, ତାହାହେଲେ ସହେି ବ୍ଯକ୍ତିର ମୂଖ ଦେଖି ପାରିବୁ ନାହିଁ।'