ଆଦି ପୁସ୍ତକ 43:10 · ଓଡ଼ିଆ ବାଇବେଲ
ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ୟିବାକୁ ଦଇେଥାନ୍ତ, ଆମ୍ଭେ ସଠାେରେ ପହଞ୍ଚି ସାରି ଦୁଇଥର ଫରେି ଆସିଥାଆନ୍ତୁ।
Cross references
ଆଦି ପୁସ୍ତକ 19:16
କିନ୍ତୁ ଲୋଟ ତାଙ୍କର ସମୟ ନେଲେ ଏବଂ ଛାଡ଼ିବାକୁ ତତ୍ପର ହେଲେ ନାହିଁ ଧିର ଥିଲେ, ତେଣୁ ସହେି ସ୍ବର୍ଗଦୂତଗଣ ଲୋଟ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ କନ୍ଯାଙ୍କର ହାତ ଧରି ନିରାପଦସ୍ଥାନକୁ ଆଗଇେ ନେଲେ। ସଦାପ୍ରଭୁ ସମାନଙ୍କେ ପ୍ରତି ସଦଯ ଥିଲେ। ତେଣୁ ସହେି ଦୁଇଜଣ ସ୍ବର୍ଗଦୂତ ଲୋଟର ପରିବାରଙ୍କୁ ନଗର ବାହାରକୁ ନଇଗେଲେ।