Home Bibles ☰ Books ଆଦି ପୁସ୍ତକ 41:6 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 41:6 · ଓଡ଼ିଆ ବାଇବେଲ

ସମାନଙ୍କେ ପରେ, ସାତ ଧାନର ମୁଣ୍ଡ ବାହାରି ଆସିଲା। କିନ୍ତୁ ଏହା କ୍ଷୀଣ ଥିଲା ଏବଂ ପୂର୍ବ ବାଯୁ ରେ ଶୁଖିଗଲା ପରି ଦଖାଯାେଉଥିଲା।

Cross references

ଆଦି ପୁସ୍ତକ 41:23

ଏହାପରେ ସାତଟା ମୁଣ୍ଡ ବାହରି ଆସିଲା ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସହେି ଗୁଡ଼ିକ କ୍ଷୀଣ ପୂର୍ବ ବାଯୁ ରେ ଶୁଖି ୟାଇଥିବା ପରି ଦଖାେ ଯାଉଥିଲା।

ଯିହିଜିକଲ 17:10

ଆଉ ସହେି ଦ୍ରାକ୍ଷାଲତା ରୋପିତ କ୍ଷେତ୍ର ରେ କ'ଣ ବୃଦ୍ଧି ପାଇବ ? ପୂର୍ବୀଯ ବାଯୁ ସ୍ପର୍ଶ କଲେ ତାହା ସମ୍ପୂର୍ଣ୍ଣରୂପେ ଶୁଷ୍କ ହାଇଯେିବ। ବଢ଼ିବା କିଆରୀ ରେ ତାହା ଶୁଷ୍କ ହାଇୟିବେ।

ଯିହିଜିକଲ 19:12

ମାତ୍ର ତାହା କୋପ ରେ ଉତ୍ପାଟିତ ହାଇେ ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀଯ ପବନ ତାହାର ଫଳକୁ ଶୁଷ୍କ କଲା। ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହାଇଗେଲା। ଅଗ୍ନି ସେସବୁକୁ ଗ୍ରାସ କଲା।

ହୋଶେୟ 13:15

ଇଶ୍ରାୟେଲ ତା'ର ଭାଇମାନଙ୍କ ସହିତ ବଢେ। କିନ୍ତୁ ଏକ ଶକ୍ତିଶାଳୀ ପୂବଇେ ପବନ ଆସିବ, ଏହା ସଦାପ୍ରଭୁ ପ୍ ରରେିତ ବାଯୁ ମରୁଭୂମିରୁ ପ୍ରବାହିତ ହବେ। ତା'ପ ରେ ଇଶ୍ରାୟେଲର କୂଅ ଶୁଖିୟିବ। ଜଳପୂର୍ଣ୍ଣ ଝରଣାଗୁଡିକ ଶୁଖିୟିବ। ସହେି ପବନ ସମସ୍ତ ମୂଲ୍ଯବାନ ବସ୍ତୁ ଇଶ୍ରାୟେଲର ଭଣ୍ତାରରୁ ଉଡାଇ ନଇୟିବେ।

ଯୂନସ 4:8

ସୂର୍ୟ୍ଯ ମୁଣ୍ତ ଉପରକୁ ଆସିଲା ପ ରପରେମେଶ୍ବର ଉତ୍ତପ୍ତ ପୁନଇେ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ୟ୍ଯଙ୍କର ପ୍ରଖର କିରଣ ୟୂନସର ମୁଣ୍ତ ଉପ ରେ ପଡି ୟୂନସକୁ ଅତି ଦୁର୍ବଳ କରି ଦଲୋ। ୟୂନସ ପରମେଶ୍ବରଙ୍କୁ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ମାରେ ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।

Interlinear

Choose Theme