Home Bibles ☰ Books ଆଦି ପୁସ୍ତକ 41:31 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 41:31 · ଓଡ଼ିଆ ବାଇବେଲ

ଲୋକମାନେ ଭୂଲିଯିବେ, କ'ଣ ତା' ପୂର୍ବରୁ ମିଶର ରେ ସୁର୍ଭିକ୍ଷ ଥିଲା। ପ୍ରଚୁର ପରିମାଣ ରେ ଖାଦ୍ୟ ମିଳୁଥିଲା ବୋଲି।

Cross references

ପ୍ରଥମ ଶାମୁୟେଲ 5:6

ଅସ୍ଦୋଦୀଯ ଲୋକମାନଙ୍କର ଓ ସମାନଙ୍କେର ପଡ଼ୋଶୀମାନଙ୍କର ଜୀବନକକ୍ସ୍ଟ ସଦାପ୍ରଭୁ କଠିନ କରି ସମାନଙ୍କେୁ ନାନା କଷ୍ଟ ଦେଲେ। ସେ ସମାନଙ୍କେୁ ଅର୍ଶ ରୋଗ ରେ ଆଘାତ କଲେ। ସେ ମଧ୍ଯ ସମାନଙ୍କେ ପାଇଁ ମୂଷାଗକ୍ସ୍ଟଡିକ ପଠଇେଲେ, ଯାହାକି ସମାନଙ୍କେର ଜାହାଜଗକ୍ସ୍ଟଡିକରେ ଓ ଦେଶ ରେ ଭର୍ତ୍ତୀ ହାଇଗେଲେ। ଫଳ ରେ ଲୋକମାନେ ଡରିଗଲେ।

ଯିଶାଇୟ 24:20

ପୃଥିବୀର ଅପରାଧ ପାପଭାର ବହୁତ ବଢ଼ି ୟାଇଛି ଓ ସହେି ଭାର ରେ ତାହାର ପତନ ଘଟିବ। ପୃଥିବୀ ଗୋଟିଏ ମଦ୍ଯପ ପରି ପଡ଼ିବ ଓ ଗୋଟିଏ କୁଡ଼ିଆ ଘର ପରି ଦୋହଲିବ। ଏହା ଆଉ ତିଷ୍ଠିବ ନାହିଁ।

Interlinear

Choose Theme