ସେ ଆମ୍ଭମାନଙ୍କୁ ଯାହା ସବୁ କହିଥିଲଲେ ତାହା ସତ୍ଯ ହେଲା। ସେ କହିଥିଲେ ମୁଁ ମୁକ୍ତ ହବେି ଏବଂ ମାରେ କର୍ମ ରେ ନିୟୁକ୍ତ ହବେି। ଏବଂ ସହେିପରି ହେଲା। ସେ କହିଥିଲେ ସୂପକାର ମରିବ। ସେ ମଧ୍ଯ ମଲା।
Cross references
ତହିଁରେ ଯୋଷଫେ ତାଙ୍କୁ କହିଲେ, ଏହାର ଅର୍ଥ ଏହି, ସହେି ତିନି ଶାଖା ରେ ତିନିଦିନ ବୁଝାଏ।
ଏହାପରେ ତୃତୀୟ ଦିନ ରେ ଫାରୋଙ୍କର ଜନ୍ମ ଦିନ ଉପସ୍ଥିତ ହବୋରୁ ସେ ଆପଣା ସମସ୍ତ ଦାସଙ୍କ ନିମନ୍ତେ ଭୋଜନ ପ୍ରସ୍ତୁତ କଲେ। ତହିଁରେ ସେ ଆପଣା ସମସ୍ତ ଦାସଙ୍କ ସାକ୍ଷାତ ରେ ପ୍ରଧାନ ପାନପାତ୍ର ବାହକର ଓ ପ୍ରଧାନ ସୂପକାରର ମସ୍ତକ ଉଠାଇଲେ।
ଠିକ୍ ସହେିପରି ଯୋଷଫେ ତା'ର ସ୍ବପ୍ନର ଅର୍ଥ ବିଷଯ ରେ ଫାରୋ ମୂଖ୍ଯ ପାନପାତ୍ର ବାହକକୁ ତାହାର ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ କଲେ। ତହିଁରେ ସେ ଫାରୋଙ୍କର ହସ୍ତ ରେ ପାନପାତ୍ର ଦବୋକୁ ଲାଗିଲେ।
ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷ ରେ ଟଙ୍ଗାଇଲେ।
ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।
ମୁଁ ଯେଉଁ ଦର୍ଶନ ସଠାେ ରେ ଦେଖିଲି, ତାହା ଯେତବେେଳେ ସହରକୁ ଧ୍ବଂସ କରିବାକୁ ଆସିଲାପରି ଦଖାଯାେଉଥିଲା ଓ ମୁଁ କବାର ନଦୀ ରେ ଦେଖିଥିବା ଦର୍ଶନ ପରି ଥିଲା। ମୁଁ ଭୂମିଶାଯୀ ହାଇେ ପ୍ରଣିପାତ କଲି।