Cross references
ଆଦି ପୁସ୍ତକ 40:12
ତହିଁରେ ଯୋଷଫେ ତାଙ୍କୁ କହିଲେ, ଏହାର ଅର୍ଥ ଏହି, ସହେି ତିନି ଶାଖା ରେ ତିନିଦିନ ବୁଝାଏ।
ଆଦି ପୁସ୍ତକ 41:12
ସଠାେରେ ଜଣେ ଏବ୍ରୀଯ ଲୋକ ଯେ କି ଆମ୍ଭମାନଙ୍କ ସହିତ ବନ୍ଦୀଶାଳା ରେ ଥିଲେ। ସେ ହେଉଛନ୍ତି ରକ୍ଷକ ସୈନ୍ଯାଧିପତିର ଦାସ। ଆମ୍ଭେ ଆମ୍ଭମାନଙ୍କର ସ୍ବପ୍ନ ବିଷଯ ରେ ତାଙ୍କୁ କହିଲୁ। ଏବଂ ସେ ଆମ୍ଭକୁ ତାହା ସବୁ ବୁଝାଇ ଦେଲେ। ସେ ଆମ୍ଭ ଦୁଇଜଣଙ୍କର ସ୍ବପ୍ନର ଅର୍ଥ ବୁଝାଇ ଦେଲେ।
ଆଦି ପୁସ୍ତକ 41:26
ଉଭୟ ସ୍ବପ୍ନର ଅର୍ଥ ପ୍ରାଯ ସମାନ। ସାତଟି ସ୍ବାସ୍ଥ୍ଯଗାଈ, ସାତଟି ଉତ୍ତମ ଶୀଷା ସାତବର୍ଷ ଉତ୍ତମସ୍ବରୂପ ଅଟନ୍ତି।
ଦାନିଏଲ 2:36
ସ୍ବପ୍ନଟି ଏହି, ବର୍ତ୍ତମାନ ଆମ୍ଭମାନେେ ମହାରାଜାଙ୍କୁ ତା'ର ଅର୍ଥ ଜଣାଇବୁ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:4
ଓ ସମସ୍ତେ ସମାନ ଆତ୍ମିକ ପାନୀୟରୁ ପାନ କରିଥିଲେ। ସମାନେେ ସହେି ଆତ୍ମିକ ପଥରରୁ ବାହାରିବା ପାଣି ପିଇଥିଲେ। ସହେି ପଥର ଖ୍ରୀଷ୍ଟ ଥିଲେ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:24
ତା'ପରେ ସହେି ରୋଟୀକୁ ଛିଣ୍ଡାଇ ସେ କହିଲେ : ଏହା ତୁମ୍ଭମାନଙ୍କ ନିମନ୍ତେ ମାରେ ଶରୀର। ମାେତେ ସ୍ମରଣ କରିବା ପାଇଁ ତୁମ୍ଭମାନେେ ଏହା କର।