ଆଦି ପୁସ୍ତକ 38:21 · ଓଡ଼ିଆ ବାଇବେଲ
ତେଣୁ ସେ ସଠାେକାର ଲୋକମାନଙ୍କୁ ପଚାରିଲା, ଐନମ ପଥ ପାଶର୍ବ ରେ ଯେଉଁ ବେଶ୍ଯା ଥିଲା ସେ କାହିଁ?
Cross references
ଯିହିଜିକଲ 16:25
ତୁମ୍ଭେ ପ୍ରେତ୍ୟକକ ରାସ୍ତା ମୁଣ୍ଡ ରେ ପାଦପୀଠ ପ୍ରସ୍ତୁତ କରିଅଛ ଓ ନିଜର ସୌନ୍ଦର୍ୟ୍ଯକୁ ଘୃଣା କରିଅଛ। ଆଉ ପ୍ରେତ୍ୟକକ ପଥିକ ପାଇଁ ନିଜର ବସ୍ତ୍ର କାଢ଼ି ପକାଇଛ, ତୁମ୍ଭର ବ୍ଯଭିଚାରୀତାର ସୀମା ନାହିଁ।