Home Bibles ଆଦି ପୁସ୍ତକ 38:15 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 38:15 · ଓଡ଼ିଆ ବାଇବେଲ

ଯିହୁଦା ସହେି ବାଟ ଦଇେ ଗଲା ବେଳେ ତାଙ୍କୁ ଦେଖିଲା। କିନ୍ତୁ ସେ ଭାବିଲା ସେ ଜଣେ ବେଶ୍ଯା କାରଣ ସେ ତାଙ୍କର ମୁହଁ ଲୁଚାଇ ରଖିଥିଲା।

Cross references

ହିତୋପଦେଶ 7:10

ସହେି ସ୍ତ୍ରୀ ତା'ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ଯାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦଯ ରେ ଚତୁରୀ ଥିଲା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:16

ଶାସ୍ତ୍ର ରେ ଲଖାେଅଛି ଉଭୟ ଏକ ହବେେ। ଅତଏବ ତୁମ୍ଭମାନେେ ଜାଣିବା ଉଚିତ୍ ଯେ ବେଶ୍ଯାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା' ସହିତ ଏକ ହୁଏ।

Interlinear

Choose Theme