ଆଦି ପୁସ୍ତକ 36:39 · ଓଡ଼ିଆ ବାଇବେଲ
ଏହାପରେ ଅକ୍ବୋରର ପୁତ୍ର ବାଲ୍ହାନନ୍ର ମୃତ୍ଯୁପରେ ହଦର ତାହା ପଦ ରେ ରାଜତ୍ବ କଲେ। ତାଙ୍କର ରାଜଧାନୀର ନାମ ପାଉ ଓ ତା'ର ସ୍ତ୍ରୀର ନାମ ମ ହଟେବେଲ୍ ଥିଲା। ସେ ଥିଲେ ମଟ୍ ରଦେର ପୁତ୍ରୀ ଓ ମଷୋହବର ପୌତ୍ରୀ।
Cross references
ଯାତ୍ରା ପୁସ୍ତକ 15:15
ଇଦୋମର ନେତାଗଣ ଭୟ ରେ ଥରିଲେ। ମାଯାେବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ଯ ଭୟ ରେ ଥରିଲେ। କିଣାନୀଯମାନେ ସମାନଙ୍କେର ସାହସ ହରାଇଲେ।
ପ୍ରଥମ ବଂଶାବଳୀ 1:50
ବାଲ୍ହାନନ୍ଙ୍କର ମୃତ୍ଯୁ ପରେ ହଦଦ୍ ନୂତନ ରାଜା ହେଲେ। ହଦଦ୍ଙ୍କର ନଗରର ନାମ ଥିଲା ପାଯୀ। ହଦଦ୍ଙ୍କ ସ୍ତ୍ରୀଙ୍କର ନାମ ଥିଲା ମ ହଟେବଲେ। ମ ହଟେବଲେ ମଟ୍ ରଦେରଙ୍କ କନ୍ଯା ଥିଲେ। ମଟ୍ ରଦେର ମଷୋହବଙ୍କର କନ୍ଯା ଥିଲେ।