ସଯେୀର ଜଣେ ହୋରୀଯ ଇଦୋମ ରେ ଦେଶ ରେ ବାସ କରୁଥିଲେ। ଏଷୌ ପୂର୍ବରୁ ସହେି ସଯେୀର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିଯୋନ, ଅନା।
Cross references
ପ୍ରାନ୍ତର ନିକଟସ୍ଥ ଏଲ୍ପାରଣ ପର୍ୟ୍ଯନ୍ତ ସଯେୀର ପର୍ବତ ନିବାସୀ ହୋରୀଯ ଲୋକମାନଙ୍କୁ ଜଯ କଲେ।
ଏଷୌ କିଣାନୀଯମାନଙ୍କର ଦୁଇ କନ୍ଯାକୁ ବିବାହ କରିଥିଲେ। ସମାନେେ ହେଲେ ହିତ୍ତୀଯ ଏଲୋନର କନ୍ଯା ଆଦାକୁ ଓ ଅନାର କନ୍ଯା ହିଦ୍ଦୀଯ ସିବିଯୋର ପୌତ୍ରୀ ଅହଲୀବାମାକୁ।
ଲୋଟନ୍ ଥିଲେ ହୋରିର ପିତା ଏବଂ ହମେସ ପୁଣି ଲୋଟନର ତିନ୍ମା ନାମ୍ନୀ ଜଣେ ଭଉଣୀ ଥିଲେ।
ହୋରୀଯ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶାେବଲ, ରାଜା ସିବିଯୋନ୍ ଓ ରାଜା ଅନା।
ହୋରୀଯ ଲୋକମାନେ ସଠାେରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ। ସମାନଙ୍କେୁ ବିନାଶ କଲେ ଓ ସମାନଙ୍କେ ସ୍ଥାନ ରେ ବାସ କଲେ। ଯେପରି ଇଶ୍ରାୟେଲ ସଦାପ୍ରଭୁ ଦତ୍ତ ଆପଣା ଅଧିକାର ଭୂମିରେ କଲେ।
ପରମେଶ୍ବର ସଯେୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସହେିପରି କରିଥିଲେ। ଅର୍ଥାତ୍ ସମାନଙ୍କେ ସମ୍ମକ୍ସ୍ଟଖରକ୍ସ୍ଟ ହୋରୀଯମାନଙ୍କୁ ବିନଷ୍ଟ କଲେ। ତହିଁରେ ସମାନେେ ସମାନଙ୍କେୁ ଅଧିକାରଚକ୍ସ୍ଟ୍ଯତ କରି ଆଜି ପର୍ୟ୍ଯନ୍ତ ସହେିଠା ରେ ବାସ କରୁଛନ୍ତି।
ସଯେୀରର ପୁତ୍ରମାନେ ଥିଲେ : ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।