Home Bibles ଆଦି ପୁସ୍ତକ 33:11 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 33:11 · ଓଡ଼ିଆ ବାଇବେଲ

ସତଣୁ ମୁଁ ବିନତୀ କରୁଛି ତୁମ୍ଲଭସମାର ଉପହାର ଗ୍ରହଣ କର। ପରଲମଶ୍ବରସମା ପ୍ରତି ସଦଯସହାଇଛନ୍ତି।ସମାର ଆବଶ୍ଯକତାଠାରୁ ଅଧିକ ପାଇଛି। ଯାକୁବ ଏଲଷୗକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲଲ।ସତଣୁସସସସଗୁଡ଼ିକୁ ଗ୍ରହଣ କଲଲ।

Cross references

ଆଦି ପୁସ୍ତକ 30:43

ଏହିପରି ଯାକୁବ ଅତିଶଯ ଧନୀ ହେଲା। ଏବଂ ତା'ର ପଶୁ, ଦାସ ଦାସୀ, ଓଟ ଓ ଗର୍ଦ୍ଦଭ ୟଥେଷ୍ଟ ହେଲେ।

ଆଦି ପୁସ୍ତକ 32:13

ଯାକୁବ ରାତି ରେ ସହେି ସ୍ଥାନ ରେ ରହିଲା, ତା'ର ଭାଇ ଏଷୌକୁ କିଛି ଉପହାର ଦବୋପାଇଁ ଯାକୁବ ପ୍ରସ୍ତୁତ ହେଲା।

ଆଦି ପୁସ୍ତକ 32:14

ଯାକୁବ ଦୁଇଶହ ମାଈଛଳେି କୋଡ଼ିଏଟି ଛଳେି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦବୋକୁ ସ୍ଥିର କଲା।

ଆଦି ପୁସ୍ତକ 32:21

ତେଣୁ ଯାକୁବ ଉପହାରଗୁଡ଼ିକ ଏଷୌ ନିକଟକୁ ପଠାଇ ଦେଲେ। କିନ୍ତୁ ଯାକୁବ ରାତ୍ରି ରେ ସହେି ଛାଉଣୀ ରେ ରହିଲେ।

ଆଦି ପୁସ୍ତକ 33:9

କନ୍ତୁ ଏଲଷୗ କହିଲଲ, ତୁମ୍ଭରସମାଲତ କିଛି ଉପହାରସଦବା ଦରକାର ନାହିଁ, ଭାଇସମା ପାଇଁ ବହୁତ ଅଛି।

ଯିହୋଶୂୟ 15:19

ଅକଷାର ଉତ୍ତର ଦେଲେ, ଆପଣା ମାେତେ ଆଶୀର୍ବାଦ କରନ୍ତକ୍ସ୍ଟ। କାରଣ ଆପଣା ମାେତେ ନଗଭରେ ଟାଙ୍ଗରା ଭୂମି ଦଇେଛନ୍ତି। ଦୟାକରି ଜଳ ନିର୍ଝର ମାେତେ ଦିଅନ୍ତକ୍ସ୍ଟ। ତେଣୁ କାଲେବ୍ ସେ ଯାହା ଚାହିଁଲେ ସେ ତାଙ୍କୁ ଦେଲେ। ସେ ତହିଁରେ ଉପରିସ୍ଥ ଓ ଜଳସ୍ଥ ନିର୍ଝର ଦେଲେ।

ବିଚାରକର୍ତାମାନଙ୍କ ବିବରଣ 1:15

ଅକ୍ଷାର କାଲେବ୍ଙ୍କକ୍ସ୍ଟ କହିଲେ, ମାେତେ ଆର୍ଶିବାଦ କର। ଆପଣା ମାେତେ ଦକ୍ଷିଣ ରେ ଭୂମି ଦଇେଛନ୍ତି, ଯାହାକି ଶକ୍ସ୍ଟଷ୍କ, ମାେତେ କିଛି ଜଳ ନିର୍ଝର ଭୂମି ଦିଅନ୍ତକ୍ସ୍ଟ। ଏହାପରେ କାଲେବ୍ ଭୂମିର ଉପରିସ୍ଥ ଓ ତଳସ୍ଥ ନିର୍ଝର ସହେି ଭୂମି ତାଙ୍କୁ ଦେଲେ।

ପ୍ରଥମ ଶାମୁୟେଲ 25:27

ବର୍ତ୍ତମାନ ମୁ ଆଣିଥିବା ଭଟେି, ଦୟାକରି ଆପଣଙ୍କର ଲୋକମାନଙ୍କୁ ଦିଅନ୍ତକ୍ସ୍ଟ।

ପ୍ରଥମ ଶାମୁୟେଲ 30:26

ଦାଉଦ ସିକ୍ଲଗ ରେ ଉପସ୍ଥିତ ହେଲ। ତା'ପରେ ସେ ଆଣିଥିବା ଦ୍ରବ୍ଯ ତାଙ୍କର ବନ୍ଧକ୍ସ୍ଟମାନଙ୍କ ନିକଟକକ୍ସ୍ଟ ପଠାଇଲେ ୟକ୍ସ୍ଟହକ୍ସ୍ଟଦାର ନେତାଙ୍କ ନିକଟକକ୍ସ୍ଟ। ଦାଉଦ କହିଲେ, ଏହିଠା ରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତୃମାନଙ୍କ ନିକଟରକ୍ସ୍ଟ ଅଣା ୟାଇଅଛି।

ଦିତୀୟ ରାଜାବଳୀ 2:17

ତା'ପରେ ସେ ବିହ୍ବଳ ହବୋ ପର୍ୟ୍ଯନ୍ତ ତାଙ୍କୁ ସମାନେେ ପ୍ରବର୍ତ୍ତାନ୍ତେ, ସେ କହିଲେ, ଭଲ କଥା, ଏଲିଯଙ୍କୁ ଖାଜେିବାକୁ ଲୋକ ପଠାଅ।

ଦିତୀୟ ରାଜାବଳୀ 5:15

ଏହାପରେ ନାମାନ୍ ଓ ତା'ର ସମସ୍ତ ସାଥୀ ଲୋକମାନେ ଫରେିଆସି ପରମେଶ୍ବରଙ୍କ ଲୋକ ଇଲୀଶାୟ ସମ୍ମୁଖ ରେ ଆସି ଛିଡା ହେଲେ ଓ କହିଲେ, ଦେଖନ୍ତୁ, ମୁଁ ଏବେ ବୁଝିଲ ଇଶ୍ରାୟେଲର ପରମେଶ୍ବରଙ୍କ ଛଡା ସମଗ୍ର ପୃଥିବୀ ରେ ଆଉ ପରମେଶ୍ବର କହେି ନାହାଁନ୍ତି। ତେଣୁ ମୁଁ ବିନଯ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।

ଦିତୀୟ ରାଜାବଳୀ 5:23

ଏଥି ରେ ନାମାନ୍ କହିଲେ, ଅନୁଗ୍ରହପୂର୍ବକ ଦୁଇ ତାଳନ୍ତ ରୂପା ନିଅ। ଆଉ ସେ ଗି ହଜେୀକୁ ବହୁ ଅନୁ ରୋଧ କଲେ ରୂପା ନବୋକୁ। ସେ ଦୁଇଟି ଥଳୀ ରେ ଦୁଇ ତଳାନ୍ତ ରୂପା ରହିଥିବା ନଲୋ ଏବଂ ଦୁଇ ଶହ ସାଜ ପୋଷାକ ନେଲେ। ନାମାନ ଏସବୁ ଜିନିଷଗୁଡିକୁ ଗି ହଜେୀର ଦୁଇ ୟୁବକ ସାହାୟ୍ଯକାରୀଗଣଙ୍କୁ ଦେଲେ ଏବଂ ସମାନେେ ଏହିସବୁ ଗି ହଜେୀ ଆଗକୁ ବହନ କରି ନେଲେ।

ଲୂକଲିଖିତ ସୁସମାଚାର 14:23

ମାଲିକ ଚାକରକୁ କହିଲେ, 'ରାଜପଥ ଓ ଗ୍ରାମପଥକୁ ଚାଲିଯାଅ। ସଠାେରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଚା ହେଁ, ମାେ ଘର ପୁରାପୁରି ଭରିଯାଉ।'

ରୋମୀୟଙ୍କ ପ୍ରତି ପତ୍ର 8:31

ସେଥିପାଇଁ ଆମ୍ଭେ ଏହି ବିଷୟ ରେ କ'ଣ କହିବା? ଯଦି ପରମେଶ୍ବର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:21

ସେଥିପାଇଁ ମନୁଷ୍ଯମାନଙ୍କ ପାଇଁ ତୁମ୍ଭମାନେେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:10

ଆମ୍ଭର ବହୁତ ଦୁଃଖ ଅଛି କିନ୍ତୁ ଆମ୍ଭେ ସର୍ବଦା ପ୍ରସନ୍ନ ରହୁ। ଆମ୍ଭେ ଗରିବ, କିନ୍ତୁ ଅନକଙ୍କେୁ ଧନୀ କରୁ। ଆମ୍ଭର କିଛି ନାହିଁ, କିନ୍ତୁ ଆମ୍ଭର ସବୁ କିଛି ଅଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:5

ସେଥିପାଇଁ ମୁଁ ଭାବିଲି ଯେ, ତୁମ୍ଭମାନେେ ଆସିବା ପୂର୍ବରୁ ମୁଁ ସହେି ଭାଇମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ୟିବାପାଇଁ କହିବି। ତାହାହେଲେ ତୁମ୍ଭମାନେେ ଯେଉଁ ଦାନ ଦବୋପାଇଁ ପ୍ରତିଶ୍ରୁତି ଦଇେଥିଲ, ତାହା ସମାନେେ ପ୍ରସ୍ତୁତ କରି ରଖିବେ। ଆମ୍ଭେ ଆସିଲା ବେଳେ ସହେି ଦାନଗୁଡ଼ିକ ପ୍ରସ୍ତୁତ ଥିବ। ତୁମ୍ଭମାନଙ୍କ ଏହି ଦାନ ସ୍ବେଚ୍ଛାକୃତ ହେଉ, କୃପଣମୂଳକ ନ ହେଉ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:11

ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଚାହୁଁଛି। କାରଣ ମାରେବର୍ତ୍ତମାନ ଯାହା ଅଛି ଏବଂ ଯାହା ମାେ ପାଇଁ ଘଟୁଛି, ସେଥି ରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:18

ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:8

ନିଜ ଶରୀର ସାଧନା ଅନକୋଂଶ ରେ ତୁମ୍ଭକୁ ସାହାୟ୍ଯ କରେ। କିନ୍ତୁ ପରମେଶ୍ବରଙ୍କ ଉପାସନା କରିବା ଦ୍ବାରା ତାହା ସମସ୍ତ ବିଷୟ ରେ ତୁମ୍ଭକୁ ସାହାୟ୍ଯ କରେ। ଏହା ବର୍ତ୍ତମାନର ଜୀବନ ରେ ଓ ଭବିଷ୍ଯତ ରେ ଜୀବନ ରେ ମଧ୍ଯ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ।

Interlinear

Choose Theme