Home Bibles ଆଦି ପୁସ୍ତକ 32:27 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 32:27 · ଓଡ଼ିଆ ବାଇବେଲ

ଏବଂ ସହେି ଲୋକଟି ତାଙ୍କୁ କହିଲା, ତୁମ୍ଭର ନାମ କ'ଣ?

Cross references

ଆଦି ପୁସ୍ତକ 35:10

ପରମେଶ୍ବର ଯାକୁବଙ୍କୁ କହିଲେ, ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସହେି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡ଼କା ୟିବ ନାହିଁ। ତୁମ୍ଭର ନୂତନ ନାମ ଇଶ୍ରାୟେଲ ହବେ। ଆଉ ସେ ତାଙ୍କର ନାମ ଇଶ୍ରାୟେଲ ରଖିଲେ।

ଦିତୀୟ ରାଜାବଳୀ 4:30

ଏଥି ରେ ବାଳକର ମାଆ କହିଲା, ମୁଁ ଶପଥ କରୁଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ଆପଣଙ୍କୁ ଛାଡିବି ନାହିଁ।

ପ୍ରଥମ ବଂଶାବଳୀ 4:10

ୟାବେଷ୍ ଇଶ୍ରାୟେଲର ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମାେତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମାେତେ ଅଧିକ ଦେଶ ରାଜତ୍ବ କରିବାକୁ ଦିଅ। ତୁମ୍ଭେ ମାରେ ପାଶେ ପାଶେ ରୁହ ଓ ମାେତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତବେେ ମାହେର କୌଣସି କଷ୍ଟ ହବେ ନାହିଁ। ୟାବେଷ୍ ଯାହାକିଛି ମାଗିଲେ, ପରମେଶ୍ବର ତାକୁ ସହେିସବୁ ପ୍ରଦାନ କଲେ।

ଗୀତସଂହିତା 20:1

ତୁମ୍ଭେ ଯେତବେେଳେ ବିପଦରେ ପଡ଼ିଥାଅ, ସହେି ସଦାପଭ୍ରୁ ତୁମ୍ଭର ଡ଼ାକ ଶୁଣି ତୁମ୍ଭକୁ ସାହାୟ୍ଯ କରିବାକୁ ଆଗଇେ ଆସନ୍ତୁ। ୟାକୁବଙ୍କର ପରମେଶ୍ବର ତୁମ୍ଭକୁ ରକ୍ଷା କରନ୍ତୁ।

ହୋଶେୟ 12:12

ଯାକୁବ ଅରାମ ରାଜ୍ଯକୁ ପଳାଇଲେ। ସହେି ସ୍ଥାନ ରେ ଇଶ୍ରାୟେଲ ଗୋଟିଏ ସ୍ତ୍ରୀ ପାଇଁ କାର୍ୟ୍ଯ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମଷେ ରଖିଲେ।

Interlinear

Choose Theme