ଆଦି ପୁସ୍ତକ 31:47 · ଓଡ଼ିଆ ବାଇବେଲ
ଲାବନ ସହେି ସ୍ଥାନର ନାମ ହେଲା ୟିଗର-ସାହଦୂଥା କିନ୍ତୁ ଯାକୁବ ସହେି ସ୍ଥାନର ନାମ ରଖିଲେ ଗଲ-ଯଦ।
Cross references
ଦିତୀୟ ଶାମୁୟେଲ 24:6
ତା'ପରେ ସମାନେେ ପୂର୍ବ ରେ ଥିବା ଗିଲିଯଦ୍କକ୍ସ୍ଟ ଓ ତହତୀମ୍ ହଦ୍ଶି ଦେଶକକ୍ସ୍ଟ ଗଲେ। ତା'ପରେ ସମାନେେ ବକ୍ସ୍ଟଲି ସୀଦୋନକକ୍ସ୍ଟ ଆସିଲେ।
ଏବ୍ରୀ 12:1
ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ ଲୋକ ରହିଛନ୍ତି। ବିଶ୍ବାସ ବିଷୟ ରେ ସମାନଙ୍କେ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସମାନଙ୍କେ ଭଳି ହବୋ ଉଚିତ। ଆମ୍ଭେ ଜୀବନ ରେ ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, ସଗେୁଡ଼ିକୁ ଆମ୍ଭେ ଆଡ଼ଇେ ଦବୋ ଉଚିତ ଓ ଆମ୍ଭ ସମ୍ମୁଖ ରେ ଥିବା ଦୌଡ଼ ରେ ଦୌଡ଼ିବା ଉଚିତ। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜ ରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ଯାଗ କରିବା ଉଚିତ।