Home Bibles ଆଦି ପୁସ୍ତକ 31:23 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 31:23 · ଓଡ଼ିଆ ବାଇବେଲ

ତେଣୁ ଲାଗନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା'ପଛ ରେ ଗୋଡ଼ାଇଲା। ସାତଦିନ ପରେ ଲାବନ ଯାକୁବକୁ ଗିଲିଯଦର ପର୍ବତମଯ ଦେଶ ରେ ଭଟେିଲେ।

Cross references

ଆଦି ପୁସ୍ତକ 13:8

ତେଣୁ ଅବ୍ରାମ ଲୋଟଙ୍କୁ କହିଲେ, ତୁମ୍ଭେ ଆମ୍ଭ ମଧିଅରେ କଳହ ହବୋ ଉଚ଼ିତ ନୁହେଁ। ତୁମ୍ଭର ଲୋକ ଓ ମାେ ଲୋକ ମଧିଅରେ କଳହ ହବୋ ଠାକ୍ ନୁହେଁ କାରଣ ଆମ୍ଭମାନେେ ପରସ୍ପର ଭାଇ।

ଆଦି ପୁସ୍ତକ 24:27

ସହେି ଦାସଜଣଙ୍କ କହିଲା, ମାରେ କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ବର ଧନ୍ଯ ହୁଅନ୍ତୁ। ୟ ହତେୁ ସଦାପ୍ରଭୁ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ଯାଚରଣ କରିବାରୁ ନିବୃତ୍ତ ହାଇେ ନାହାଁନ୍ତି। ସଦାପ୍ରଭୁ ମାେ କର୍ତ୍ତାଙ୍କର ସମ୍ବନ୍ଧୀଯଙ୍କ ଗୃହକୁ କଢ଼ାଇ ନେଲେ।

ଯାତ୍ରା ପୁସ୍ତକ 2:11

ମାଶାେ ବଡ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭଟେିଲେ ଏବଂ ଦେଖିଲେ, ଏବ୍ରୀଯ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ଯ କରାଯାଉ ଅଛି। ଦିନେ ମାଶାେ ଦେଖିଲେ ଜଣେ ମିଶରୀଯ ଲୋକ ଜଣେ ଏବ୍ରୀଯ ଲୋକକୁ ପ୍ରହାର କରୁଥିଲା।

ଯାତ୍ରା ପୁସ୍ତକ 2:13

ତା'ପର ଦିନ ମାଶାେ ଦୁଇଜଣ ଏବ୍ରୀଯ ଲୋକଙ୍କୁ ଦେଖିଲେ। ସମାନେେ ପରସ୍ପର ମଧିଅରେ କଳି କରୁଥିଲେ। ମାଶାେ ଦେଖିଲେ ସମାନଙ୍କେ ମଧ୍ଯରୁ ଜଣଙ୍କର ଦୋଷ ଥିଲା। ମାଶାେ ସହେି ଦୋଷୀ ଲୋକଟିକୁ କହିଲେ, ତୁମ୍ଭେ ଆପଣା ଭାଇକୁ କାହିଁକି ପ୍ରହାର କରୁଛ?

Interlinear

Choose Theme