Home Bibles ଆଦି ପୁସ୍ତକ 31:16 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 31:16 · ଓଡ଼ିଆ ବାଇବେଲ

ଏଣୁ ପରମେଶ୍ବର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁ ସବୁ ଧନ ନଇେଅଛନ୍ତି, ସହେିସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନ ଗଣର। ଏଣୁ ପରମେଶ୍ବର ଯାହା କହିଲେ, ତୁମ୍ଭେ ତାହା କର।

Cross references

ଆଦି ପୁସ୍ତକ 30:35

ସହେିଦିନ ଲାବନ ବିନ୍ଦୁ ଚିହ୍ନିତ ଛାଗଳନମାନଙ୍କୁ ଲୁଚାଇ ଦଲୋ। ଏବଂ ଚିତ୍ର ବିଚିତ୍ର ଛାଗ ସବୁକୁ ଲୁଚାଇ ଦଲୋ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମଷଗେଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନବୋକୁ ଦଲୋ।

ଆଦି ପୁସ୍ତକ 31:9

ତେଣୁ ପରମେଶ୍ବର ତୁମ୍ଭ ପିତାଙ୍କଠାରୁ ପଶୁମାନଙ୍କୁ ଆଣି ମାେତେ ଦେଲେ।

ଆଦି ପୁସ୍ତକ 32:14

ଯାକୁବ ଦୁଇଶହ ମାଈଛଳେି କୋଡ଼ିଏଟି ଛଳେି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦବୋକୁ ସ୍ଥିର କଲା।

ଗୀତସଂହିତା 45:10

ହେ ରାଜକୁମାରୀ, ଶୁଣ। ୟଦି ତୁମ୍ଭେ ମନଦଇେ ଶୁଣ ସବୁ ବୁଝିପାରିବ ଓ ତୁମ୍ଭର ପରିବାରକୁ ଭୁଲିୟାଅ।

Interlinear

Choose Theme