Home Bibles ଆଦି ପୁସ୍ତକ 30:32 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 30:32 · ଓଡ଼ିଆ ବାଇବେଲ

ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ଯଦଇେ ୟାଇ ମଷଗେଣ ମଧ୍ଯରୁ ଚିତ୍ର ବଚିତ୍ର ଓ ବିନ୍ଦୁ ଚିହ୍ନିତ ଓ କୃଷ୍ଣବର୍ଣ୍ଣ ମଷେମାନଙ୍କୁ ପୁଣି ଛାଗଳଗଣ ମଧ୍ଯରୁ ବିନ୍ଦୁ ଚିହ୍ନିତ ଓ ଚିତ୍ର ବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି। ସହେି ସବୁ ମାରେ ବର୍ତ୍ତନ ସ୍ବରୁପ ହବେ।

Cross references

ଆଦି ପୁସ୍ତକ 30:35

ସହେିଦିନ ଲାବନ ବିନ୍ଦୁ ଚିହ୍ନିତ ଛାଗଳନମାନଙ୍କୁ ଲୁଚାଇ ଦଲୋ। ଏବଂ ଚିତ୍ର ବିଚିତ୍ର ଛାଗ ସବୁକୁ ଲୁଚାଇ ଦଲୋ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମଷଗେଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନବୋକୁ ଦଲୋ।

ଆଦି ପୁସ୍ତକ 31:8

ଥରେ ଲାବନ କହିଲେ, 'ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହବେ।' ସେ ଏହା କହି ସାରିବାପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମାରେ ହେଲା। କିନ୍ତୁ ଏହାପରେ ଲାବନ କହିଲା, 'ଗାର ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେ ଏହା କହିସାରିବା ପରେ, ସହେିସବୁ ତୁମ୍ଭର ବର୍ତ୍ତନ ହବେ।' ସମସ୍ତ ପଶୁମାନେ ରଖାଙ୍କେିତ ପଶୁମାନଙ୍କୁ ଜନ୍ମ ଦେଲେ।

ଆଦି ପୁସ୍ତକ 31:10

ସହେି ସମୟରେ ମୁଁ ଏକ ସ୍ବପ୍ନ ଦେଖିଥିଲି, ଯେଉଁ ପୁଂଛାଗ ମାଇ ଛାଗ ସହିତ ସଂଗମ କଲେ। ସମାନେେ ରଖାୟେୁକ୍ତ ଛିଟିଛିଟିକା ଏବଂ ଦାଗଦାଗ ହାଇେଥିଲେ ଏବଂ ବିନ୍ଦୁ ଚିହ୍ନିତ।

Interlinear

Choose Theme