ଆଦି ପୁସ୍ତକ 30:21 · ଓଡ଼ିଆ ବାଇବେଲ
ଏହାପରେ ଲୟୋ ଏକ କନ୍ଯା ସନ୍ତାନ ଜନ୍ମ କଲେ। ସେ ତା'ର ନାମ ଦେଲେ ଦୀଣା।
Cross references
ଆଦି ପୁସ୍ତକ 34:1
ଲୟୋ ଓ ଯାକୁବର କନ୍ଯା ଥିଲା ଦୀଣା। ଦିନେ ଦୀଣା ସହେିସ୍ଥାନର ସ୍ତ୍ରୀ ଲୋକମାନଙ୍କରୁ ଭଟେିବାକୁ ଗଲା।
ଆଦି ପୁସ୍ତକ 34:26
ଦୀଣାର ଭାଇଶିମିଯୋନ ଓ ଲବେୀ , ଶିଖିମ ଓ ହ ମାରେକୁ ହତ୍ଯା କଲେ। ଏହାପରେ ସମାନେେ ଦୀଣାକୁ ଶିଖିମର ଘରୁ ନଇଗେଲେ।
ଆଦି ପୁସ୍ତକ 46:15
ରୂବନ୍େ, ସିମିଯୋନ, ଲବେୀ, ଯିହୁଦା, ଇଶାଖର ଏବଂ ସବେୂଲୂନ୍ ଯାକୁବ ଓ ଲୟୋର ସନ୍ତାନ ଥିଲେ। ଲୟୋ ସମାନଙ୍କେୁ ପଦ୍ଦନ ଅରାମ ରେ ଜନ୍ମ କରିଥିଲେ। ତାଙ୍କର ମଧ୍ଯ ଏକ କନ୍ଯାଥିଲା। ତା'ର ନାମ ଥିଲା ଦୀଣା। ଏହିପରି ତାଙ୍କର ପରିବାର ତତେିଶ ଜଣ ଥିଲେ।