Home Bibles ଆଦି ପୁସ୍ତକ 30:16 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 30:16 · ଓଡ଼ିଆ ବାଇବେଲ

ସଦେିନ ସଂନ୍ଧ୍ଯା ରେ ଯାକୁବ କ୍ଷତରେୁ ଫରେିବାପରେ ଲୟୋ ବାହାରକୁ ଗଲା ତାଙ୍କୁ ସାକ୍ଷାତ କରିବାକୁ ଏବଂ କହିଲା, ତୁମ୍ଭେ ଆଜି ରାତି ରେ ମାେ ପାଖ ରେ ଶଯନ କରିବ। କାରଣ ମୁଁ ତୁମ୍ଭ ସିହତ ଶଯନ କରିଥିବାରୁ ଦୂଦାଫଳ ଦଇେ ତା'ର ବଦଳ ରେ ତୁମ୍ଭକୁ ପାଇଛି। ତେଣୁ ସହେି ରାତ୍ରୀ ସେ ତା' ସହିତ ଶାଇେଲା।

Cross references

No cross references available for this verse.

Interlinear

Choose Theme